fbpx

ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ

ଭୁବନେଶ୍ୱର,୪ ।୧୦(ଓଡିଶା ଭାସ୍କର): ଆମ୍ବୁଲାନ୍ସରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ଜବତ ହୋଇଥିବା ଆମ୍ବୁଲାନ୍ସଟି ଦିଗପହଣ୍ଡିରୁ କୋଦାଳକୁ ଯାଉଥିବା ସୂଚନା ମିଳିଛି । କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମୁଢାମ୍ବ ଫାଣ୍ଡି ଦ୍ୱାରା ଗଞ୍ଜେଇ ଜବତ କରାଯାଇଛି । ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ ପରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Get real time updates directly on you device, subscribe now.