fbpx

ଭାଗ୍ୟ ବଦଳାଇବ ରସୁଣ, ଜାଣନ୍ତୁ କିପରି କରିବେ ବ୍ୟବହାର ?

Advertisement

ରସୁଣ ଏମିତି ଏକ ଜିନିଷ ସମସ୍ତଙ୍କ ରୋଷେଇଶାଳାରେ ଥାଏ । ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ରସୁଣକୁ ବ୍ୟବହାର କରାଯାଏ । କିନ୍ତୁ ଏହି ରସୁଣର ବିଶେଷ ମହତ୍ୱ ରହିଛି ଯାହାକି ଆମର ଭାଗ୍ୟକୁ ବି ବଦଳାଇଦେଇଥାଏ । କେମିତି ଏହାର ଉପଚାର ଆମେ ସୂଚାଇଦେଉଛୁ । ଆପଣ ବାରମ୍ବାର ଚେଷ୍ଟା କରିବା ପରେ କିମ୍ବା ଅଯଥା ଅର୍ଥ ବ୍ୟୟ ହୋଇଯାଉଛି କି ସବୁବେଳେ ଧନର ଅଭାବ ଦେଖାଯାଉଛି କି ଏଭଳି କ୍ଷେତ୍ରରେ ରସୁଣକୁ ବ୍ୟବହାର କରନ୍ତୁ ବଦଳିଯିବ ଭାଗ୍ୟ ।

୫ ରୁ ୭ଟି ରସୁଣ ପାଖୁଡା ଏକ ଲାଲ କପଡାରେ ବାନ୍ଧି ଦୋକାନ କିମ୍ବା କାର୍ଯ୍ୟସ୍ଥଳରେ ରଖନ୍ତୁ । ଏପରି କରିବା ଦ୍ୱାରା ଲାଭ ହୋଇଥାଏ ।

ଘରେ ସୁଖଶାନ୍ତି ଓ ସମୃଦ୍ଧି ପାଇଁ ଏବଂ କଳହ ଦୂର ପାଇଁ ମଙ୍ଗଳବାର ଓ ଶନିବାର ଘରର ଛାତରେ କିଛି ରସୁଣ ରଖନ୍ତୁ । ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥ ଖର୍ଚ୍ଚ ଲାଗି ରହୁଥିଲେ, ଧନର ଅଭାବ ହେଉଥିଲେ, ଶନିବାର ଦିନ ନିଜ ପାଖରେ ଏକ ରସୁଣ ରଖନ୍ତୁ ।

ବାହାରକୁ ଗଲେ ରସୁଣକୁ ନିଜ ନିକଟରେ ରଖନ୍ତୁ । ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ଆପେ ଆପେ ଦୂର ହୋଇଯାଇଥାଏ ।

Get real time updates directly on you device, subscribe now.