fbpx

ନଗ୍ନ ଫିଲ୍ମରେ ରହିଥିବା ଝିଅ ମୁଁ ନୁହେଁ; ଥାନାରେ ଅଭିଯୋଗ କଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ନଗ୍ନ ଫିଲ୍ମ ଭାଇରାଲ ହେବା ପରେ ଥାନାରେ ମାମଲା ରୁଜୁ କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ପଣ୍ଡିତ । ଭୋଜପୁରୀ ଅଭିନେତ୍ରୀ ପ୍ରିୟଙ୍କା ପଣ୍ଡିତ ଏହି ଭିଡିଓକୁ ଫେକ ବୋଲି କହିବା ସହିତ ଭିଡିଓରେ ଦେଖା ଯାଉଥିବା ଝିଅ ସେ ନୁହନ୍ତି ବୋଲି କହିଛନ୍ତି । ଏହା ସହିତ ଏହାକୁ ନେଇ ଥାନାରେ ଏକ ମାମଲା ରୁଜୁ କରିଛନ୍ତି ପ୍ରିୟଙ୍କା ।

ପ୍ରଥମରୁ ଅଭିନେତ୍ରୀ ତ୍ରିଶା କର ମଧୁଙ୍କ ନିଜ ବୟଫ୍ରେଣ୍ଡ ସହିତ ଭିଡିଓ ଭାଇରାଲ ହୋଇଥିଲା । ଏହାର କିଛି ଦିନ ପରେ ପ୍ରିୟଙ୍କାଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଥିଲା । ତ୍ରିଶା ଏହି ମାମଲାରେ ମୁହଁ ଖୋଲିନଥିବା ବେଳେ ପ୍ରିୟଙ୍କା କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି । ଏହା ସହିତ ଏହି ଭିଡିଓ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରିଛନ୍ତି ପ୍ରିୟଙ୍କା । ତାଙ୍କ ଫିଲ୍ମ କ୍ୟାରିୟରକୁ ଖରାପ କରିବା ପାଇଁ କେହି ଉଦ୍ଦେଶ୍ୟମୂଳକ ଭାବରେ ଏମିତି କରୁଛି ବୋଲି ପ୍ରିୟଙ୍କା କହିଛନ୍ତି ।

 

View this post on Instagram

 

A post shared by Priyanka pandit ? (@priyanka_pandit_)

Get real time updates directly on you device, subscribe now.