Breaking: ମେ’ରେ ବଣ୍ଟା ହେବ ଲକ୍ଷେ ଘର, ଅନ୍ତୋଦୟ ଯୋଜନା ସର୍ଭେ ମାସେ ଚାଲିବ

ଭୁବନେଶ୍ୱର: ଅନ୍ତୋଦୟ ଯୋଜନାରେ ଆଉ ଲକ୍ଷେ ହିତାଧିକାରୀଙ୍କୁ ସାମିଲ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନତ୍ରୀ ରବି ନାୟକ ।

ଆସନ୍ତା ମାସ ଅର୍ଥାତ୍ ମେ’ରେ ଆଉ ଲକ୍ଷେ ଘର ବାଣ୍ଟିବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର ।

ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା । ମେ’ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଆବାସ ସର୍ଭେ ଚାଲିବ ବୋଲି କହିଲେ ମନ୍ତ୍ରୀ ।

ବର୍ତ୍ତମାନ ପର୍ଯ୍ୟନ୍ତ ସର୍ଭେରେ ୨୯ ଲକ୍ଷ୍ୟ ହିତାଧିକାରୀ ଯୋଡ଼ି ହୋଇସାରିଛନ୍ତି ।