ଭୁବନେଶ୍ୱର,୧୪ ।୯(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଆଜି ରାଜ୍ୟର ୩୦ ଜିଲ୍ଲାରୁ ସର୍ବାଧିକ ୪,୧୯୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୪୭୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୭୨୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 13th September
New Positives Cases: 4198
In quarantine: 2476
Local contacts: 1722(Details of local contacts will be shared by concerned Dist Administration)
District Wise Cases
1. Angul: 108
2. Balasore: 130
3. Bargarh: 95
4. Bhadrak: 53
5. Balangir: 197— I & PR Department, Odisha (@IPR_Odisha) September 14, 2020
22. Mayurbhanj: 133
23. Nawrangpur: 98
24. Nayagarh: 43
25. Nuapada: 116
26. Puri: 310
27. Rayagada: 136
28. Sambalpur: 130
29. Sonepur: 74
30. Sundargarh: 195
31. State Pool: 218New Recovery: 3363
Cumulative Tested: 2472517
Positive: 155005
Recovered: 118642
Active Case: 35673— I & PR Department, Odisha (@IPR_Odisha) September 14, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୫୮ ଓ କଟକରୁ ୩୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।