CHARIDHAM

IND vs NZ: ଟସ୍ ଜିତି ବୋଲିଂ କରିବାକୁ ନେଲା ନିଷ୍ପତ୍ତି ନ୍ୟୁଜିଲାଣ୍ଡ

ବ୍ୟାଟିଂ କରିବ ଭାରତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତର ପ୍ଲେଇଂ ଇଲେଭେନରେ ଏକ ପରିବର୍ତ୍ତନ କରାଯାଇଛି। ହର୍ଷିତ ରାଣାଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀ ଟିମକୁ ଆସିଛନ୍ତି।

ସେହିପରି ନ୍ୟୁଜିଲାଣ୍ଡ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି। ଡେଭେନ କନୱେଙ୍କ ସ୍ଥାନରେ ଖେଳିବେ ଡାରିଲ୍ ମିଚେଲ୍‌।