ନୂଆଦିଲ୍ଲୀ:ଭାରତୀୟ ବାୟୁସେନା ସହ ଜଡିତ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବୁଧବାର ଭାରତୀୟ ବାୟୁସେନାର ଏକ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଲଢ଼ୁଆ ବିମାନ ଦୁର୍ଘଟଣାର ଘଟଣା ରାଜସ୍ଥାନର ଚୁରୁ ଜିଲ୍ଲାରେ ଘଟିଥିବା ଜଣାପଡ଼ିଛି।
ରାଜସ୍ଥାନ ଚୁରୁରେ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ପାଇଲଟ ମୃତ। ବାୟୁସେନାର ଜାଗୁଆର ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣା। କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ସ୍ପଷ୍ଟ ହୋଇନି।