fbpx

ଭାରତୀୟ ସେନାରେ ୫୫୭ ଜଣ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ

ନୂଆଦିଲ୍ଲୀ: ଭାରତୀୟ ସେନାରେ ମୋଟ ୫୫୭ ଜଣ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରାଯାଇଛି । ୧୭ ଫେବୃଆରୀ, ୨୦୨୦ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବା ପରେ ମହିଳା ସେନା ଅଧିକାରୀମାନଙ୍କୁ ଏହି ଅନୁମୋଦନ ମିଳିଛି । ମହିଳା ସେନା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବା କ୍ଷେତ୍ରରେ କୌଣସି ବିଳମ୍ବ କରାଯାଇନାହିଁ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ପାଳନ କରି ୨୫ ନଭେମ୍ବର, ୨୦୨୧ରେ ୬୩ ଜଣ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରାଯାଇଛି ।  ରାଜ୍ୟ ସଭାରେ ଶ୍ରୀ ଏମ. ଶନମୁଗମଙ୍କ ଏକ ପ୍ରଶ୍ନର ଲିଖିତ ଉତର ଦେଇ ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅଜୟ ଭଟ୍ଟ ଏହି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.