fbpx

ଲକ୍ଷେ ଟଙ୍କା ଲାଞ୍ଚ ଭିଜିଲାନ୍ସ ହାତରେ IIC; ଜବତ ବାଲି ଗାଡ଼ି ଛାଡିବାକୁ ନେଉଥିଲେ ଲାଞ୍ଚ

Advertisement

ବୌଦ୍ଧ: ପୁଣି ପୋଲିସ ହାତରେ ଧରାପଡିଲା ପୋଲିସର ଚୋରି। ଗୁରୁବାର ଜବତ ବାଲି ଗାଡ଼ି ଛାଡିବାକୁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ହରଭଙ୍ଗା ଥାନା IIC ଙ୍କୁ ଧରିଛି ଭିଜିଲାନ୍ସ। ରଭଙ୍ଗା ଥାନା IIC ପୁଷ୍ପଲତା ରାଉତରାୟ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଛାଇଥିବା ଜାଲରେ ଫସିଥିଲେ।

Get real time updates directly on you device, subscribe now.