fbpx

ମହୋଦଧିରେ ସ୍ନାନ କରି ପାପ ଧୋଇଲେ ମହାରାଜ କଂସ

Advertisement

ଓଡ଼ିଶା ଭାସ୍କର: କଂସ ବଧ ସହ ଉଦ୍ୟାପିତ ହୋଇଯାଇଛି ୭୬ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ତେବେ ଧନୁଯାତ୍ରା ସାରି ପୁରୀରେ ପହଂଚିଥିଲେ ମହାରାଜା କଂସ । ଧନୁଯାତ୍ରାରେ ଭଗବାନ କୃଷ୍ଣଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ । ମହୋଦଧିରେ ସ୍ନାନ କରିବା ପରେ ସେ ଶ୍ରୀମନ୍ଦିର ପହଂଚିଥିଲେ ଏବଂ ଶ୍ରୀଜୀଉଙ୍କ ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣାମ କରି ପଶ୍ଚାତାପ କରିଥିଲେ ।

Get real time updates directly on you device, subscribe now.