fbpx

ଭାଇଚାରାର ପ୍ରକୃତ ଉଦାହରଣ: କେନ୍ଦ୍ରପଡ଼ାରେ ହିନ୍ଦୁ ଭାଇଙ୍କୁ ପାଣି ପିଆଇଦେଉଛନ୍ତି ମୁସଲିମ ଭାଇ

କେନ୍ଦ୍ରାପଡ଼ା ସହରରେ ଦେଖିବାକୁ ମିଳିଛି ଭାଇଚାରାର ପ୍ରକୃତ ଉଦାହରଣ । ଅନେକ ସ୍ଥାନରେ ଧର୍ମକୁ ନେଇ ରାଜନୀତି କରାଯାଉଥିବାବେଳେ ଦେଖିବାକୁ ମିଳିଛି ଏକ ଅପୂର୍ବ ଦୃଶ୍ୟ । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓଟି ହେଉଛି କେନ୍ଦ୍ରାପଡା ସହରର । ହିନ୍ଦୁ ପରିଷଦର ଭାଇମାନେ ଏକ ହିନ୍ଦୁ ଶୋଭୋଯାତ୍ରା ଆରମ୍ଭ କିଥିଲେ । କିନ୍ତୁ ଖରାରର ତାପମାତ୍ରାକୁ ଦେଖି ଜିଲ୍ଲାର ମୁସଲମାନ ଭାଇମାନେ ପାନୀୟ ଜଳ, ସରବତ ଆଦିର ଆୟୋଜନ ମଧ୍ୟ କରିଥିଲେ ଆଉ ଭାଇଚାରାର ପରିଚୟ ଦେଇଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.