ଏଣିକି ହାତମୁଠାରେ ବିଧାନସଭାର ସମସ୍ତ ଖବର, ଆସିଗଲା ବିଧାନସଭା ପୋର୍ଟାଲ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପୋର୍ଟାଲ ଉାନ୍ମୋଚିତ କରାଗଲା ।

ଏନଆଇସି ଦ୍ୱାରା ଖୋଲାଗଳା ପୋର୍ଟାଲ୍ । ସାଧାରଣ ଲୋକ ପୋର୍ଟାଲ ଦ୍ୱାରା ସମସ୍ତ ଖବର ଉପରେ ରଖିପାରିବେ ନଜର ।

ବିଧାନସଭା ଅଧିବେଶନ ବେଳେ କେଉଁ ମନ୍ତ୍ରୀ କେଉଁ ପ୍ରଶ୍ନ ରଖିଲେ , ଏବଂ ବିଭାଗୀୟ ମନ୍ତ୍ରୀ କେଉଁ ଉତ୍ତର ଦେଲେ; ତାହା ସବୁ ଉପଲବ୍ଧ ରହିବ ।

ବିଧାନସଭାର ପ୍ରଟିତି ଖବର ଏବେ ସାଧାରଣ ଲୋକଙ୍କ ପାଖରେ ରହିବ । ଯେଉଁଥିରେ ଏହି ପୋର୍ଟାଲ ବଡ଼ ସାହାଯ୍ୟ କରିବ ବୋଲି କୁହାଯାଉଛି ।

କେବଳ ମନ୍ତ୍ରୀ କି ଶାସକ ଦଳ ବିଧାୟକଙ୍କ ପ୍ରଶ୍ନ ନୁହେଁ ବିରୋଧୀ ଦଳର ପ୍ରତିଟି କଥା ମଧ୍ୟ ଏହି ପୋର୍ଟାଲ ଦ୍ୱାରା ଜଣାଯାଇ ପାରିବ ।