fbpx

ଚାଷୀ ପଞ୍ଜୀକରଣରେ ଓଡ଼ିଶା ନମ୍ବର ୱାନ

Advertisement

ଭୁବନେଶ୍ୱର, ୬ା୬(ଓଡ଼ିଶା ଭାସ୍କର): ଚାଷୀ ପଞ୍ଜୀକରଣରେ ଓଡ଼ିଶା ଦେଶରେ ଏକ ନମ୍ବରରେ ରହିଛି । ରବିଋତୁରେ ଧାନ କିଣା ପାଇଁ ଚାଷୀ ପଞ୍ଜୀକରଣରେ ଓଡ଼ିଶା ଦେଶରେ ପ୍ରଥମରେ ରହିଛି । ଧାନ କିଣା କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶରେ ସବୁଠୁ ଆଗରେ ରହିଛି । ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ୨୦୧୯-୨୦ ରବିଋତୁ ପାଇଁ ପଞ୍ଜୀକରଣ କରିଛନ୍ତି ୨.୫୮ ଲକ୍ଷ ଚାଷୀ ।

Get real time updates directly on you device, subscribe now.