ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ ସର୍ଭିସ୍ ବା ଓଜେଏସ-୨୦୨୩ ରେଜଲ୍ଟ। ଏଥିରେ କୃତକାର୍ଯ୍ୟ ହୋଇଛନ୍ତି ୩୩ଜଣ ପରୀକ୍ଷାର୍ଥୀ। ଏ ନେଇ ସୂଚନା ଜାରି କଲା ଓପିଏସସି। କୃତକାର୍ଯ୍ୟଙ୍କ ମଧ୍ୟରେ ୨୪ ଜଣ ଝିଅ ପରୀକ୍ଷାର୍ଥୀ।
ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି ସୋମେଶ ରଣବିଜୁଳି। ଏଥିସହ ଅରୁଣିଆ ପତି ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ପାଏଲ ଅତ୍ତା ତୃତୀୟ। ଏହି ରେଜଲ୍ଟ ପାଇଁ ଆପଣ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ।