fbpx

ରାଜ୍ୟରେ ଜଣେ ପୋଲିସ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର, ୧୯ା୫(ଓଡ଼ିଶା ଭାସ୍କର): ରାଜ୍ୟର ଜଣେ ପୋଲିସ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । କରୋନା ଆକ୍ରାନ୍ତ ପୋଲିସ କର୍ମଚାରୀଙ୍କ ବୟସ ୩୬ବର୍ଷ ବୟସ । ରାଜ୍ୟ ବାହାରର ଶ୍ରମିକଙ୍କ ସଂସ୍ପର୍ଶରେ ସେ ଆସିଥିବା ସୂଚନା ରହିଛି । ଛୁଟିରୁ ଫେରିବା ପରେ କର୍ମଚାରୀଙ୍କ ନମୁନା ପରୀକ୍ଷା ହୋଇଥିଲା । ଚିହ୍ନଟ ହୋଇଥିବା ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ କୋଭିଡ଼ କେୟାରକୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ ସମ୍ପୃକ୍ତ କର୍ମଚାରୀଙ୍କ ଠାରେ କୌଣସି ପ୍ରକାର କରୋନା ଲକ୍ଷଣ ନଥିଲା । ପୋଲିସ କର୍ମଚାରୀ କରୋନା ପଜିଟିଭ ହୋଇଥିବା କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.