ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ବଡ଼ ଦାବି, ଖୁବଶୀଘ୍ର ଦୁନିଆର ତୃତୀୟ ବୃହତ୍ତମ ଅର୍ଥନୀତି ହେବ ଭାରତ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଶନିବାର ଦିନ ଏକ ବଡ଼ ବିବୃତ୍ତି ଜାରି କରିଛନ୍ତି କହିଛନ୍ତି। ସେ କହିଛନ୍ତି ଯେ, ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ।…

ଆପଣଙ୍କ ବେକ କଳା ପଡ଼ି ଅସୁନ୍ଦର ଦେଖାଯାଉଛି କି? ହୋଇଯାଆନ୍ତୁ ଆଗୁଆ ସତର୍କ, କାରଣ ଆପଣଙ୍କୁ ହୋଇପାରେ ଏହି ଅସାମାନ୍ୟ ରୋଗ!

ଓଡିଶା ଭାସ୍କର: ବେକ ଚାରିପାଖରେ କଳା ପଡିବା ଏକ ସାଧାରଣ ସମସ୍ୟା। ବେକ କଳା ହେବା କିମ୍ବା ତା ଚାରିପାଖରେ ଚର୍ମ କଳା ପଡ଼ିଯିବା କେତେକ ସମୟରେ ଶରୀରରେ ହେଉଥିବା କିଛି ପରିବର୍ତ୍ତନର ସଙ୍କେତ ହୋଇପାରେ। ଯଦି ଆପଣଙ୍କ…

‘ପରମ ସୁନ୍ଦରୀ’ ବକ୍ସ ଅଫିସରେ କରୁଛି ଧମାଲ, ଦ୍ୱିତୀୟ ଦିନରେ ରୋଜଗାର କଲା ଏତିକି ଟଙ୍କା

ନୂଆଦିଲ୍ଲୀ: ଜାନଭୀ କପୁର ଏବଂ ସିଦ୍ଧାର୍ଥ ମଲହୋତ୍ରା ବର୍ତ୍ତମାନ ପରଦାରେ ରାଜ କରୁଛନ୍ତି। ସେମାନଙ୍କର ଫିଲ୍ମ ପରମ ସୁନ୍ଦରୀ ଥିଏଟରରେ ଚାଲିଛି। ଫିଲ୍ମଟି ୨୯ ଅଗଷ୍ଟରେ ମୁକ୍ତିଲାଭ କରିଥିଲା। ଫିଲ୍ମଟି ତୁଷାର…

(video) ରାସ୍ତାରେ ମର୍ଡନ ଶିବଙ୍କ Rampwalk! ଦେହରେ ନାହିଁ କପଡ଼ା, କିନ୍ତୁ ଗଳାରେ ଲମ୍ବିଛି ୫ ଫୁଟିଆ ନାଗରାଜ୍

ଓଡ଼ିଶା ଭାସ୍କର: ସାପକୁ ଦେଖିଲେ ଲୋକ ଡରୁଥିବାବେଳେ କିଛି ଲୋକ ସାପକୁ ନିଜ ସାଥୀ କରିଦିଅନ୍ତି । ଏମିତି କିଛି ବିଚିତ୍ର ଘଟଣା ଦେଖିବାକୁ ମିଳୁଛି ଏବେ ସୋସିଆଲ ମିଡିଆରେ । ଏକ୍ସରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ…

ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଟଙ୍କା କାରବାର! ୱେବସାଇଟ୍‌ରେ ମଗାଯାଉଛି ଟଙ୍କା

ପୁରୀ: ଶ୍ରୀଜିଉଙ୍କୁ ଦର୍ଶନ କରାଇବା ପାଇଁ ଟଙ୍କା ମାଗୁଛି ଏକ ୱେବସାଇଟ୍‌। ଇଣ୍ଡିଆ ଥ୍ରିଲସ୍ ନାମକ ୱେବସାଇଟ୍ ଟଙ୍କା ମାଗୁଛି ବୋଲି ଅଭିଯୋଗ ହୋଇଛି। ବିଭିନ୍ନ ବର୍ଗର ଦେୟମୁକ୍ତ ଦର୍ଶନ ନେଇ ୱେବସାଇଟ୍‌ରେ ତଥ୍ୟ ରହିଛି।…

ପୁଣି ବିଷାକ୍ତ ସାପ ନେଲା ଜୀବନ, ହସ୍ପିଟାଲରେ ଛଟପଟ ହୋଇ ମହିଳାଙ୍କର ଚାଲିଗଲା ପ୍ରାଣ

ନୂଆପଡ଼ା: ବିଷାକ୍ତ ସାପ କାମୁଡ଼ାରେ ପୁଣି ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣାଟି ଝାଞ୍ଜିମୁଣ୍ଡା ଗାଁର ଲଳିତା ମାଝୀ ନାମ୍ନୀ ମହିଳାଙ୍କର ଘଟିଛି। ସୂଚନା ଅନୁଯାୟୀ, ପରିବାର ଲୋକେ…

କ’ଣ ଚାଳିଛି ମୋଦିଙ୍କ ମୁଣ୍ଡରେ? ୟୁକ୍ରେନକୁ ଭାରତର ପୂର୍ଣ୍ଣ ସମର୍ଥନ, ଚୀନରେ ବସି ଜେଲେନସ୍କିଙ୍କ ସହ କଥା ହେଲେ PM Modi

ସାଂଘାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ସେ ୟୁକ୍ରେନ-ରୁଷିଆ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସମସ୍ତ ସମ୍ଭାବ୍ୟ…

ସବୁ ସରକାରୀ କୋଠାରେ ଲାଗିବ ସୋଲାର ପ୍ୟାନେଲ୍‌, ରାଜ୍ୟସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ୱର: ସବୁ ସରକାରୀ କୋଠାରେ ଲାଗିବ ସୋଲାର ପ୍ୟାନେଲ। ପିଏମ-ସୂର୍ଯ୍ୟଘର ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରେସକୋ ମଡେଲରେ କୋଠା ହେବ ସୌରଚାଳିତ। ଦେଢ ହଜାର ସରକାରୀ କୋଠା ଚିହ୍ନଟ ହେବ।…

ଘର ଅଗଣାରେ ଥିବା ଏହି ଗଛ ଦୂର କରିବ ଲିଭର ସମସ୍ୟା, ଜାଣନ୍ତୁ କେମିତି କରିବେ ବ୍ୟବହାର

ଓଡ଼ିଶା ଭାସ୍କର: ଯକୃତ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଯକୃତ ଶରୀରକୁ ସୁଗମ ଭାବରେ ଚଳାଇବା ପାଇଁ ଅନେକ କାର୍ଯ୍ୟ କରିଥାଏ। ଯକୃତ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ରକ୍ତକୁ ଶୁଦ୍ଧ କରିବାରେ ସାହାଯ୍ୟ କରେ।…

ରାଧାଷ୍ଟମୀରେ ସୃଷ୍ଟି ହେଉଛି ଶୁଭ ଯୋଗ, ଏହି ୫ ରାଶିକୁ ମିଳିବ ରାଧାରାଣୀଙ୍କ ବିଶେଷ କୃପା

ଓଡିଶା ଭାସ୍କର: ଆଜିର ଭାଦ୍ରମାସ ଶୁକ୍ଳ ପକ୍ଷର ଅଷ୍ଟମୀ ତିଥିରେ ରାଧାଷ୍ଟମୀ ପର୍ବ ପାଳନ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଦିନ ଚନ୍ଦ୍ର ବିଛା ରାଶିରେ ଥିବା ବେଳେ ଚନ୍ଦ୍ର ଏବଂ ଶୁକ୍ର ପରସ୍ପର ସହିତ ନବମ…