ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ କୋଭିଡ ଟିକା

ନୂଆଦିଲ୍ଲୀ,୪ ।୧୨: ପ୍ରଥମେ ୧ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ ଟିକା ଦିଆଯିବ । ଉଭୟ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟକର୍ମୀ ପ୍ରଥମେ ଏହି ଟିକା ପାଇବେ । ଡାକ୍ତର ଓ ନର୍ସଙ୍କୁ ପ୍ରଥମେ ଟିକା ଦିଆଯିବ । ୨ ପର୍ଯ୍ୟାୟରେ ୨…

ସାମନାକୁ ଆସିଲା ଅଭିଷେକ ମକୱାନାଙ୍କ ଆତ୍ମହତ୍ୟାର କାରଣ

ମୁମ୍ବାଇ, ୪ା୧୨: ଚର୍ଚ୍ଚିତ ଟେଲିଭିଜନ ଧାରାବାହିକ “ତାରକ ମେହତା କା ଉଲଟା ଚଷମା’ର ଲେଖକ ଅଭିଷେକ ମକୱାନା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏନେଇ ତାଙ୍କର ଏକ ସୁଇସାଇଡ୍ ନୋଟ୍ ପୋଲିସକୁ ମିଳିଛି । ଯେଉଁଥିରେ ସେ…

ଜାନୁଆରୀ ୧୫ରେ ନୂଆ ଭୋଟର ତାଲିକା: ସିଇଓ

ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର): ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଭୋଟ ପରିଚୟ ପତ୍ର ସଂଶୋଧନକୁ ନେଇ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ…

ଏଣିକି ହ୍ୱାଟସଆପରେ ଜାଣିପାରିବେ ଜରୁରୀ ସୂଚନା

ହ୍ୱାଟସଆପ ବିଷୟରେ କିଏ ବା ନ ଜାଣେ । ପୂର୍ବରୁ ଏପରି ଅନେକ କାର୍ଯ୍ୟ ଯେପରି ଟ୍ରେନ୍ ସମ୍ପର୍କୀତ ସୂଚନା ପାଇଁ ବିଭିନ୍ନ ୱେବସାଇଟ୍ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ଖବର ଅନୁଯାୟୀ, ମୁମ୍ବାଇର ଏକ ଷ୍ଟାଟଅପ୍ ନିଜ…

ବୋଲେରୋ ଧକ୍କାରେ ଜଳିଗଲା ବାଇକ୍, ବାପପୁଅ ମୃତ

ବଲାଙ୍ଗିର,୪ ।୧୨(ଓଡିଶା ଭାସ୍କର): ବଲାଙ୍ଗିର ତୁଷାର ଥାନା ଜଙ୍ଗେଲ ଛକ ନିକଟରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋ ଧକ୍କାରେ ଜଳିଯାଇଛି ବାଇକ୍ । ଫଳରେ ବାଇକରେ ଥିବା ବାପା ପୁଅଙ୍କ ଶୋଚନୀୟ ମୃତ୍ୟୁ…

ପ୍ରଦୀପ ପାଣିଗ୍ରାହୀଙ୍କ ଅଢେଇ କୋଟିର ଯାଞ୍ଚ କରିବ ଇଡି

ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର): ଗତକାଲି ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଜମିର ଛାନଭିନ୍ ଆରମ୍ଭ ହୋଇଯାଇଛି । ପ୍ରଦୀପଙ୍କ ଆକାଉଣ୍ଟ ଥିବା ବ୍ୟାଙ୍କ ଚିଠି ଲେଖିଛି…