ପେନକିଲର ମେଡ଼ିସିନ ଅଧିକ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ଏହି ସମସ୍ୟାରେ ପଡିପାରନ୍ତି
ଆମ ଶରୀର ର କୌଣସି ଅଙ୍ଗ ପୀଡା ହେଲେ ସେଥିରୁ ସଂଗେ ସଂଗେ ମୁକ୍ତି ପାଇବା ପାଇଁ ଆମେ ପେନକିଲର ମେଡ଼ିସିନ ଖାଇଦେଇଥାଉ। କିନ୍ତୁ ଖୁବ୍ କମ୍ ସମୟରେ ଯନ୍ତ୍ରଣାରୁ ମୁକ୍ତି ଦେଉଥିବା ଏହି ପେନକିଲର ଗୁଡ଼ିକ ଶରୀର ପାଇଁ…