Breaking News ପୁଣି ଭାରତ-ଚୀନ୍ ମୁହାଁମୁହିଁ Odisha Bhaskar Bureau Aug 31, 2020 ନୂଆଦିଲ୍ଲୀ,୩୧ ।୮:ପୂର୍ବ ଲଦାଖ ସୀମାରେ ଭାରତ ଓ ଚୀନ ସେନା ପୁଣି ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ଅଗଷ୍ଟ ୨୯ ଓ ୩୦ ତାରିଖରେ ପେଙ୍ଗଙ୍ଗ ହ୍ରଦ ନିକଟରେ ମୁହାଁମୁହିଁ ହୋଇଥିଲେ । ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ…
Breaking News ରାଜ୍ୟରେ ୧୦ ଜୀବନ ନେଲା କରୋନା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ Odisha Bhaskar Bureau Aug 31, 2020 ଭୁବନେଶ୍ୱର,୩୧ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୨୬୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦…
Breaking News ବଡ ଖବର: ଆଜି ୨୬୦୨ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ? Odisha Bhaskar Bureau Aug 31, 2020 ଭୁବନେଶ୍ୱର,୩୧ ।୮(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ୨୬୦୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୬୧ ଜଣ ଓ ସ୍ଥାନୀୟ…
Breaking News ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କରୋନା Odisha Bhaskar Bureau Aug 31, 2020 ଭୁବନେଶ୍ୱର,୩୧ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ରାଜ୍ୟର ଆଉ ଜଣେ ବିଧାୟକ ମହାମାରୀ କବଜାକୁ ଆସିଛନ୍ତି । ସେ ହେଉଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ…
Breaking News ଦେଶରେ ଦିନକରେ ୯୭୧ ମୁଣ୍ଡ ନେଲା କୋରୋନ Odisha Bhaskar Bureau Aug 31, 2020 ନୂଆଦିଲ୍ଲୀ,୩୧ ।୮:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୬୪ ହଜାର ୪୬୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୭୧ ଜଣ…
Breaking News ବାହାଘରରେ ବିଳମ୍ବ ହେଉଥିଲେ କରନ୍ତୁ ଏହି ଉପାୟ Odisha Bhaskar Bureau Aug 31, 2020 ଯଦି କୁଣ୍ଡଳୀରେ ବୃହଷ୍ପତି ଅଶୁଭ ସ୍ଥାନରେ ରହିଥାନ୍ତି ତେବେ ବିବାହରେ ବହୁତ ସମସ୍ୟା ଉପୁଜିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି । କିନ୍ତୁ ବୃହଷ୍ପତି ଗ୍ରହଙ୍କ ଦୋଷକୁ ଦୂର କରିବା ପାଇଁ କେତେକ ଉପାୟ ରହିଛି ।…
Breaking News ଆଜିି ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ Odisha Bhaskar Bureau Aug 31, 2020 ଭୁବନେଶ୍ୱର, ୩୧/୮(ଓଡିଶା ଭାସ୍କର): ଆଜିି ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବନ୍ୟା ଅଞ୍ଚଳ ଅନୁଧ୍ୟାନ ପରେ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଏବେ ଏପଟେ ହୀରାକୁଦରେ…
Featured ଆଲକୋହଲ୍ ମସାଜରୁ ମିଳିଥାଏ ଏହି ସବୁ ଫାଇଦା, ଜାଣିଲେ ଉଡିବ ହୋସ Odisha Bhaskar Bureau Aug 31, 2020 ଆଲକୋହଲ୍ ପିଇବା ଦ୍ୱାରା ଶରୀର ପାଇଁ କ୍ଷତିକାରକ ହୋଇଥାଏ। କିନ୍ତୁ ମଦରେ ମସାଜ କଲେ ଶରୀରକୁ ଅନେକ ଫାଇଦା ମିଳେ। ଅନେକ ପ୍ରକାର ମସାଜ ରହିଛି କିନ୍ତୁ ମଦରେ ମସାଜ କଲେ ଶରୀର ପାଇଁ ଭଲ ହୋଇଥାଏ। ତେବେ ଆସନ୍ତୁ ଜାଣିବା…
Breaking News ହୀରାକୁଦ ଜଳ ଭଣ୍ଡାରର ଆଉ ୪ ସ୍ଲୁଇସ୍ ଗେଟ୍ ବନ୍ଦ Odisha Bhaskar Bureau Aug 31, 2020 ସମ୍ବଲପୁର,୩୧/୮(ଓଡିଶା ଭାସ୍କର): ବନ୍ଦ ହେଲା ହୀରାକୁଦ ଜଳ ଭଣ୍ଡାରର ଆଉ ୪ ସ୍ଲୁଇସ୍ ଗେଟ୍। ଏବେ ମୋଟ ୩୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ବାମ ପାଖ ସ୍ପିଲ୍ୱେର ୨୩ଟି ଓ ଡାହାଣ ପାର୍ଶ୍ବର ୧୩ଟି ଗେଟ୍…
Astrology ରାଶିଫଳ (ସୋମବାର, ୩୧ ଅଗଷ୍ଟ ୨୦୨୦) Odisha Bhaskar Bureau Aug 31, 2020 ମେଷ- ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ବୃଷ-ଆପଣ ଏଭଳି ଜଣେ ବ୍ୟକ୍ତି ଯାହାକୁ ନିଜ…