କରୋନା ଭାଙ୍ଗିଲା ସମସ୍ତ ରେକର୍ଡ: ଗୋଟିଏ ଦିନରେ ୩୨ ହଜାର ପଜିଟିଭ୍, ୬୦୬ ଲୋକଙ୍କ ମୃତ୍ୟୁ
ଦେଶରେ କରୋନା ମାମଲା ଅଧିକ ତୀବ୍ର ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସମସ୍ତ ରେକର୍ଡ ଭାଙ୍ଗି ୩୨ ହଜାର ୬୯୫ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ୬୦୬ ଜଣ ଲୋକଙ୍କର ପ୍ରାଣ ନେଇଛି କରୋନା…