୩ ବର୍ଷର ଝିଅ ସହ ମହାନଦୀକୁ ଡେଇଁପଡିଲେ ମହିଳା! ବ୍ରିଜରୁ ମିଳିଛି କେବଳ ସ୍କୁଟି ଓ ହଳେ ଚପଲ
୩ ବର୍ଷର ଝିଅ ସହ ମହିଳାଙ୍କ ରହସ୍ୟଜନକ ଭାବେ ନିଖୋଜ ହେବା ଘଟଣା ଧମା ଥାନା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ମା’-ଝିଅଙ୍କର ନିଖୋଜ ଖବର ଆସିବା ପରେ ମହାନଦୀ ବିଜ ଉପରୁ ସେମାନଙ୍କ ସ୍କୁଟି ଓ ଚପଲ ମିଳିବା ଲୋକଙ୍କ…