କିଡ଼ନୀ ଦାନ କରିଥିବା ସୁଚିତ୍ରା ଦାଶଙ୍କ ପରିବାରକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୮ା୨(ଓଡ଼ିଶା ଭାସ୍କର): ଭୁବନେଶ୍ୱରର ସୁଚିତ୍ରା ଦାଶ କିଡ଼ନୀ ଦାନ କରି ଦୁଇ ଜଣ ରୋଗୀଙ୍କ ଜୀବନ ବଞ୍ଚାଇଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାରକୁ ପ୍ରଶଂସା କରିଛନ୍ତି । ପରିବାରକୁ…