ଏସବିଆଇ ସଞ୍ଚୟ ଆକାଉଣ୍ଟରେ ସୁଧ ହାରକୁ 0.୨୫ ପ୍ରତିଶତ ହ୍ରାସ କରିଛି, ଏହି ତାରିଖରୁ ହେବ କାର୍ଯ୍ୟକାରୀ ।
ଭୁବନେଶ୍ୱର, ୯ I୪ (ଓଡ଼ିଶା ଭାସ୍କର): ଏପ୍ରିଲ ୧୫ ରୁ ପବ୍ଲିକ ସେକ୍ଟର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସୁଧ ହାରକୁ 0.୨୫ ପ୍ରତିଶତ ହ୍ରାସ କରିବାକୁ…