କରୋନା ସନ୍ଦିଗ୍ଧଙ୍କୁ ଠାବ କରିବାକୁ ଆରୋଗ୍ୟ ସେତୁ ଆପ୍, ଡାଉନ କରିଲେଣି ୩୦ଲକ୍ଷ ଲୋକ
ନୂଆଦିଲ୍ଲୀ, ୩।୪: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଖବର ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ତବଲିଗି ଜମାତର ୬୪୭ କେସ୍ ସାମ୍ନାକୁ ଆସିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ…