ବଡ଼ ଅଘଟଣ: ଗଣେଶ ପୂଜା ବେଳେ ଟଳିପଡ଼ିଲେ ସ୍କୁଲ ଶିକ୍ଷକ, ହସ୍ପିଟାଲରେ ମୃତ ଘୋଷଣା
ତେଲକୋଇ: ଗଣେଶ ପୂଜା ବେଳେ ଟଳିପଡ଼ିଲେ ସହକାରୀ ଶିକ୍ଷକ । ପୁଷ୍ପାଞ୍ଜଳି ଦେବା ବେଳେ ତଳେ ପଡ଼ିଗଲେ ଶିକ୍ଷକ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର ।…