(video) ବଡ଼ଖବର, ଜମ୍ମୁ କାଶ୍ମୀର ଡୋଡାରେ ବାଦଲ ଫଟା ବର୍ଷା, ଭାସିଗଲେ ୪ଜଣ
ଜମ୍ମୁକାଶ୍ମୀର: ଜମ୍ମୁ କାଶ୍ମୀରର ଡୋଡାରେ ବାଦଲ ଫଟା ବର୍ଷା। ବାଦଲ ଫାଟିବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫ ଭାସିଯାଇଛି।
ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି।…