fbpx

Big Breaking; ୨୦ ତାରିଖ ଭିତରେ ୪୫ ଡିଗ୍ରୀକୁ ପହଞ୍ଚିବ ! ୨ ଦିନ ଭିତରେ ବୃଦ୍ଧି ପାଇବ ଦିନ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମଲହରୀକୁ ନେଇ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । ପ୍ରତିଦିନ ତାପମାତ୍ରା ୪୦ ଡିଗ୍ରୀ ପାର୍ ହେଉଥିବା ବେଳେ ଅସହ୍ୟ ଗରମ ଲୋକଙ୍କୁ କଲବଲ କରୁଛି । ତେବେ ଆଗାମୀ ଦିନରେ ଏହି ତାପମାତ୍ରା…

କୋଣାର୍କ: ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଦେହରେ ରହିଛି ଅନେକ କ୍ଷତ ଚିହ୍ନ

କୋଣାର୍କ: (ଓଡ଼ିଶା ଭାସ୍କର) ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଅସ୍ତରଙ୍ଗ ଥାନା ଗୁଣ୍ଡଳବା ସମୁଦ୍ର କୂଳରୁ ମୃତଦେହ ଉଦ୍ଧାର ହୋଇଥିବା ସୂଚନା। ମୃତ ବ୍ୟକ୍ତି ଜଣକ ଅସ୍ତରଙ୍ଗ ଥାନା ଆଇଁଷିଣିଆ…

ଆଜି ଶ୍ରୀରାମଙ୍କ ଜନ୍ମ ପରି ଗଠନ ହେଉଛି ‘ଗଜକେଶରୀ ଯୋଗ’, ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିମାନଙ୍କର ଭାଗ୍ୟ, ମିଳିବ ପ୍ରଭୁଙ୍କର ଅପାର କୃପା

ଓଡ଼ିଶା ଭାସ୍କର: ରାମ ନବମୀ ୧୭ ଏପ୍ରିଲ ୨୦୨୪ରେ ଅର୍ଥାତ୍ ଆଜି ପାଳନ କରାଯିବ । ଆଜି ଚୈତ୍ର ନବରାତ୍ରିର ଶେଷ ରାତି । ଚୈତ୍ର ମାସ ଶୁକ୍ଳ ପକ୍ଷର ନବମୀ ତିଥିରେ ପୂନ୍ୟ ତିଥିମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିଶ୍ୱାସ…

IAS ଅଧିକାରୀଙ୍କ ବିଗ୍ ବସ୍ କିଏ?

ନୂଆଦିଲ୍ଲୀ: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସମ୍ମାନଜନଜ ସିଭିଲ ସର୍ଭିସ ପରୀକ୍ଷା (ସିଏସଇ) ୨୦୨୩ର ଫଳାଫଳ ପ୍ରକାଶ ପାଇଛି । ମୋଟ ୧୧୦୫ ଜଣ ପ୍ରାର୍ଥୀ ୟୁପିଏସି ପରୀକ୍ଷାରେ ସଫଳତାର ସହ…

(Video) ପ୍ରେମିକ ବିକ୍ରମ ଉପରେ କ’ଣ ପାଇଁ ରାଗିଛନ୍ତି ରାଣୀ ପଣ୍ଡା: ସବୁ ଗୁମର ଖୋଲିଲେ ବେଷ୍ଟ ଫ୍ରେଣ୍ଡ ସୁରଜ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିଜର ରୋକଠୋକ୍ ବୟାନ ପାଇଁ ହେଉ ବା ଅନ୍ୟମାନଙ୍କୁ ବିପଦ ସମୟରେ ସାହାଯ୍ୟ କରି ହେଉ ରାଣୀ ସର୍ବଦା ସିଧା କଥା…

କାଲି ପାଳନ ହେବ ପ୍ରଭୁ ରାମଙ୍କ ଜନ୍ମୋତ୍ସବ, ଜାଣନ୍ତୁ ରାମ ନବମୀର ଶୁଭ ମୂହୁର୍ତ୍ତ ଏବଂ ପୂଜା ବିଧି

ଓଡ଼ିଶା ଭାଷ୍କର: ଦେଶ ସାରା ଶ୍ରୀରାମଙ୍କ ଜନ୍ମୋତ୍ସବ ୧୭ ଏପ୍ରିଲ ୨୦୨୪ରେ ପାଳନ କରାଯିବ । ଚୈତ୍ର ନବରାତ୍ରିର ନବମୀ ତିଥିରେ ରାଜା ଦଶରଥଙ୍କ ଘରେ ଚାରି ପୁତ୍ର ରାମ, ଲଷ୍ମଣ, ଭରତ ଏବଂ ଶତ୍ରୁଘ୍ନଙ୍କ ଜନ୍ମ ହୋଇଥିଲା…

ନିର୍ବାଚନ ପାଇଁ ଏପ୍ରିଲ ୧୯ରେ ଦେଶର ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ: ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ସେହିପରି ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶରେ ବିଭିନ୍ନ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ତେବେ…

ବିଜେଡିରେ ମିଶିଲେ ଦେବଗଡ଼ ରାଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେଉଛି । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ଗ୍ରହଣ କରାଯିବ । ମେ ୧୩ରୁ ଓଡ଼ିଶାରେ…

ହୃଦୟ ବିଦାରକ ମାମଲା: ୬ ମାସର ଶିଶୁକୁ ଧରି ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ମାଆ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଏଥିରେ ଜଣେ ୨୨ ବର୍ଷୀୟ ମାଆ ୬ ମାସର ଶିଶୁକୁ ଧରି ନିଆଁ ଲଗାଇଦେଇଛି । ଘଟଣାସ୍ଥଳରେ ମାଆ ଏବଂ ଶିଶୁ ଉଭୟଙ୍କର ମୃତ୍ୟୁ ଘଟିଛି । ମିଳିଥିବା…

ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା: ପଦରୁ ଇସ୍ତଫା ଦେଲେ ସାଂସଦ କରାଡୀ ସଙ୍ଗନ୍ନା

ନୂଆଦିଲ୍ଲୀ: ଏପ୍ରିଲ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେଉଛି । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ଗ୍ରହଣ କରାଯିବ । ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ…