ସାବଧାନ! ସୃଷ୍ଟି ହେଲା ଲଘୁଚାପ, 30 ଯାଏଁ ଏହି ଜିଲ୍ଲାକୁ ଜାରି ହେଲା ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଗଛ କିଛି ଦିନ ହେବ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ବର୍ଷାର ପ୍ରଭାବ ବୃଦ୍ଧି ପାଇଛି । କୋରାପୁଟ,…

‘ଏତେ ଟାରିଫ ଲଗାଇଦେବି ଯେ ମୁଣ୍ଡ ବୁଲାଉଥିବ’, ପିଏମ ମୋଦୀଙ୍କ ସହ କଥାବର୍ତ୍ତାକୁ ନେଇ ଟ୍ରମ୍ପଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ଭାରତ ସହ ଟାରିଫ ବିବାଦ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଖୁଲାସା କରିଛନ୍ତି। ସେ ମିଡିଆ ସହ କଥା ହେଲା ବେଳେ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଥିଲେ।…

କଥା ନଶୁଣି ଅଣ୍ଡା ତରକାରୀ କରିଲାନି ସ୍ତ୍ରୀ, କ୍ରୋଧରେ ଗଛରେ ଫାଶୀ ଦେଇ ଆତ୍ମହତ୍ୟା କଲା ସ୍ବାମୀ

ନୂଆଦିଲ୍ଲୀ: ଛତିଶଗଡ଼ର ଧମତାରି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଅଣ୍ଡା ତରକାରୀ ତିଆରି କରିବାକୁ ମନା କରିବାରୁ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ,…

ଭୁଶୁଡ଼ି ପଡ଼ିଲା ଚାରି ମହଲା ବିଲ୍ଡିଂ, ୩ ମୃତ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ମୁମ୍ବାଇ: ପାଲଘର ଜିଲ୍ଲାର ଭିରାରରେ ଏକ ଚାରି ମହଲା କୋଠାର ଚତୁର୍ଥ ମହଲାର ଏକ ଅଂଶ ଭୁଶୁଡ଼ି ପଡ଼ିଛି। କୋଠା ଭୁଶୁଡ଼ି ପଡ଼ିବାରୁ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ 8 ରୁ 9 ଜଣ ଆହତ ହୋଇଥିବା…

Love Horoscope: ଆଜି ଏହି ରାଶିର ବ୍ୟକ୍ତିଙ୍କ ସାଥି ସହିତ ହୋଇପାରେ ଝଗଡା, ପରିସ୍ଥିତି ଆହୁରି ବିଗିଡିପାରେ

ଭୁବେଶ୍ବର: ଆଜି ପବିତ୍ର ଗଣେଷ ଚତୁର୍ଥୀ । ତେବେ ଆଜି ପ୍ରେମୀଯୁଗଳଙ୍କ ପାଇଁ କିପରି ଦିନ କଟିବ ଜାଣନ୍ତୁ କର୍କଟ - ସମ୍ପର୍କରେ ଟିକେ ଅସହଜ ଏବଂ ଢିଲା ଅନୁଭବ କରିପାର, କିନ୍ତୁ ତୁମକୁ ଅଧିକ ଚିନ୍ତା କରିବା ଆବଶ୍ୟକ…

ଚାଷୀଙ୍କୁ ନୂଆଖାଇ ଭେଟି, ଆଜି ଆକାଉଣ୍ଟକୁ 2000 ଟଙ୍କା ପଠାଇବେ ରାଜ୍ୟ ସରକାର

ଭୁବନେଶ୍ବର:  ଆଜି ଚାଷୀଙ୍କୁ ନୂଆଖାଇ ଭେଟି ଦେବେ ରାଜ୍ୟ ସରକାର । ଚାଷୀଙ୍କ ଆକାଉଣ୍ଟକୁ ଯିବ ସିଏମ କିଷାନ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ 2 ହଜାର ଟଙ୍କା ପଠାଇବେ ରାଜ୍ୟ ସରକାର । ଏହା ଦ୍ବାରା ରାଜ୍ୟର ପ୍ରାୟ 51…

୫୦% ଟାରିଫ ସହ ଲଢ଼ିବାକୁ ଭାରତ କେତେ ପ୍ରସ୍ତୁତ? ଜାଣନ୍ତୁ କ’ଣ ରହିଛି ପିଏମ ମୋଦୀଙ୍କ ପ୍ଲାନ

ନୂଆଦିଲ୍ଲୀ: ଆମେରିକା ଭାରତ ଉପରେ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ଆଜିଠାରୁ ଲାଗୁ ହୋଇଛି। ଭାରତୀୟ ସମୟ ଅନୁସାରେ, ଆଜି ସକାଳ ୯.୩୧ ସମୟରେ, ଆମେରିକାକୁ ଭାରତର ରପ୍ତାନି ଉପରେ ୫୦ ପ୍ରତିଶତ ଆମେରିକୀୟ ଶୁଳ୍କ ଲାଗୁ ହେବ।…

ଗଣେଶ ପୂଜା ଏହି ରାଶିଙ୍କ ପାଇଁ ବହୁତ ଶୁଭ, ଦୂର ହେବ ସବୁ ବିଘ୍ନ, ରୋଜଗାରରେ ହେବ ଅଭିବୃଦ୍ଧି

ଓଡ଼ିଶା ଭାସ୍କର: ଆଜି ଭାଦ୍ରବ ମାସ ଶୁକ୍ଳ ପକ୍ଷର ଚତୁର୍ଥୀ ତିଥି ବୁଧବାର। ଚତୁର୍ଥୀ ତିଥି ଆଜି ଦ୍ୱିପ୍ରହର ୩ଟା ୪୫ ମିନିଟ ଯାଏଁ ରହିବ। ଆଜି ଦ୍ୱିପ୍ରହର ୧୨ଟା ୩୫ ମିନିଟ ପର୍ଯ୍ୟନ୍ତ ଶୁଭ ଯୋଗ ରହିବ। ଏଥିସହ ଆଜି…

ଜମ୍ମୁ-କାଶ୍ମୀରରେ ବର୍ଷା-ଭୂସ୍ଖଳନରେ 30 ଜଣଙ୍କ ମୃତ୍ୟୁ, ସ୍କୁଲ କଲେଜ ଛୁଟି 22 ଟ୍ରେନ ବାତିଲ

ନୂଆଦିଲ୍ଲୀ: ଜମ୍ମୁରେ ମୌସୁମୀ ଘାତକ ପାଲଟିଛି, ଯାହାର ଭୟଙ୍କର ଦୃଶ୍ୟ ମଙ୍ଗଳବାର ଦେଖିବାକୁ ମିଳିଥିଲା ​​ଯେଉଁଠାରେ ମାତା ବୈଷ୍ଣୋ ଦେବୀ ଯାତ୍ରା ରାସ୍ତାରେ ଭୂସ୍ଖଳନ ଘଟି 9 ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିଲା ଏବଂ 15 ରୁ…

କ୍ରିକେଟରୁ ରିଟାୟରମେଣ୍ଟ ନେଇ BCCIର କଣ ରହିଛି ନିୟମ? ଜଣେ ଭାରତୀୟ କ୍ରିକେଟର କିପରି ଅବସର ନିଅନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ୨୦୨୫ ମସିହାରେ, ଅନେକ ଭାରତୀୟ ଅଭିଜ୍ଞ କ୍ରିକେଟର ଜଣକ ପରେ ଜଣେ ଅବସର ନେଇଛନ୍ତି । ବିରାଟ କୋହଲି ଏବଂ ରୋହିତ ଶର୍ମା ଟେଷ୍ଟରୁ ଅବସର ନେଇଛନ୍ତି, ବରୁଣ ଆରୋନ ଏବଂ ପୀୟୁଷ ଚାୱଲା ମଧ୍ୟ ଅବସର ନେଇଛନ୍ତି ।…