ହୋଟେଲ ରୁମରେ ଝୁଲିପଡ଼ିଲେ ମହିଳା, ପୁରୁଷ; ୨ ଦିନ ପରେ ଭଙ୍ଗାହେଲା କବାଟ

ପୁରୀ: ପୁରୀ ଚକ୍ରତୀର୍ଥ ରୋଡର ଏକ ହୋଟେଲରୁ ୨ ମୃତଦେହ ଉଦ୍ଧାର କରିଛି ପୋଲିସ । ପଶ୍ଚିମବଙ୍ଗର ଜଣେ ପୁରୁଷ ଓ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିଛି । ୨ ଦିନ ପୂର୍ବରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି…

ହେ ଭଗବାନ ଏ କ’ଣ ହୋଇଗଲା… ଜନ୍ମଦିନରେ କେକ୍ କାଟିବା ବଦଳରେ ବମ୍ ପରି ବ୍ଲାଷ୍ଟ ହୋଇଗଲା!

ନୂଆଦିଲ୍ଲୀ: ହେ ଭଗବାନ ଏ କ'ଣ ହୋଇଗଲା... ଜନ୍ମଦିନରେ କେକ୍ କାଟିବା ବଦଳରେ ବମ୍ ପରି ବ୍ଲାଷ୍ଟ ହୋଇଗଲା। ହଁ ଆଜ୍ଞା କଥାଟି ଶୁଣି ଆଶ୍ଚର୍ଯ୍ୟ ହେଉଇଛନ୍ତି ନା। ଆଉ ଭାବୁଛନ୍ତି ନିଶ୍ଚୟ କେକ୍ କେବେଠୁ ଫାଟିଲାଣି?…

ମୁହଁରେ ବସୁଥିଲେ ମାଛି, କଥା କହିବାକୁ ଦେହରେ ନ ଥିଲା ବଳ; ଏମିତି ଥିଲା ପାକିସ୍ତାନ ପ୍ରତିଷ୍ଠାତା ଜିନ୍ନାଙ୍କ ଶେଷ ସମୟ

ନୂଆଦିଲ୍ଲୀ: ଆଜି ପାକିସ୍ତାନ ତା’ର ସ୍ୱାଧୀନତା ଦିବସ ପାଳନ କରୁଛି, ଯାହାକୁ "ୟୁମ୍-ଏ-ଆଜାଦୀ" କୁହାଯାଏ। ଏହା ସେହି ଐତିହାସିକ ମୁହୂର୍ତ୍ତ ଯେତେବେଳେ ଭାରତ ଏବଂ ପାକିସ୍ତାନ ଦୁଇଟି ପୃଥକ ଦେଶ ହୋଇଥିଲା। ୧୯୪୭…

ଏବେଠୁ ଜାଣନ୍ତୁ, କେଉଁ ଦିନ ଘୋଷଣା ହେବ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ବର୍ତ୍ତମାନ ବିଶ୍ରାମ ନେଉଛି।  ଇଂଲଣ୍ଡ ବିପକ୍ଷରେ ପାଞ୍ଚଟିକିଆ ଟେଷ୍ଟ ମ୍ୟାଚ୍ ର ଲମ୍ୱା ସିରିଜ୍ ସରିବା ପରେ ଟିମ୍ ଇଣ୍ଡିଆର ଖେଳାଳିମାନେ ବର୍ତ୍ତମାନ ବିଶ୍ରାମ ନେଉଛନ୍ତି।…

ବଲିଉଡର ୩ ଖାନ୍ ମାରିବେ ଫେଲ୍! ଘରେ ଚୋର ପଶିଥିବାର ଦେଖି ଏମିତି ଆକ୍ଟିଂ କଲେ ଅବସରପ୍ରାପ୍ତ ଜଜ୍

ଇନ୍ଦୋର: ସୋସିଆଲ ମିଡିଆରେ ଦିନ ପ୍ରତିଦିନ ନାନା ପ୍ରକାର ଭିଡିଓ ଭାଇରାଲ ହେଉଛି । ଯାହା ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ସହ ଲୋକଙ୍କୁ ଚିନ୍ତାରେ ମଧ୍ୟ ପକାଇ ଦେଉଛି । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ…

ଦେଶପ୍ରେମୀ କୁକୁର… ନିଜ ପାଟିରେ ତୁଳି ସାହାଯ୍ୟରେ ତିଆରି କରିଛି ତ୍ରିରଙ୍ଗା ପତାକା

ନୂଆଦିଲ୍ଲୀ: ଆପଣମାନେ ଅନେକ ଲୋକଙ୍କୁ ଦେଖିଥିବେ ଯେଉଁମାନଙ୍କର ଦେଶ ପ୍ରତି ଅଜସ୍ର ଭଲପାଇବା ଥାଏ।  ସେଥିପାଇଁ ସେମାନେ ଦେଶ ପାଇଁ ନିଜ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ।  ହେଲେ କେବେ ଦେଶଭକ୍ତ କୁକୁରକୁ ଦେଖିଛନ୍ତି…

ଅଗଷ୍ଟ ୧୬ ରେ ପ୍ରକାଶ ପାଇବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ, ଜାଣନ୍ତୁ କେଉଁ ସମୟରେ ବାହାରିବ ରେଜଲ୍ଟ

କଟକ: ପ୍ରକାଶ ପାଇବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ । ଅଗଷ୍ଟ 16ରେ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ଦ୍ୱିତୀୟର ପରୀକ୍ଷା ଫଳ ପ୍ରକାଶିତ ହେବ । ଦିନ ସାଢେ 12ଟା ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି…

(Video) ଦିଲ୍ଲୀରେ ବର୍ଷା ତାଣ୍ଡବ: ଯୁବତୀଙ୍କ ଉପରେପଡ଼ିଲା ବିରାଟକାୟ ବୃକ୍ଷ, ଗଛତଳେ ଚାପି ହୋଇ ହେଲେ ଛଟପଟ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଳୀରେ ଲାଗି ରହିଛି ଭିଷଣ ବର୍ଷା । ଯେଉଁ କାରଣରୁ ରାସ୍ତାଘାଟ ଚାରିଆଡ଼େ ପାଣି ମାଡ଼ି ଯାଇଛି । ଲୋକଙ୍କ ଯିବା ଆସିବା କହିବା ବାଧାପ୍ରାପ୍ତ ହୋଇଛି । ସକାଳ ପ୍ରାୟ ୯ଟା ବାଜି ୫୦…

ପ୍ରେମ ଜଲ-ବିବାହ, ତାପରେ ମୁସଲମାନରୁ ହିନ୍ଦୁ; ଏବେ ମହିଳା ନୁହେଁ, ପୁରୁଷମାନେ ହେଉଛନ୍ତି ଶିକାର…ଅନ୍ତର୍ଜାତୀୟ ରାକେଟର ପର୍ଦ୍ଦାଫାସ

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ କ୍ରାଇମବ୍ରାଞ୍ଚ ନିକଟରେ ଜଣେ ମହିଳାଙ୍କୁ ଗିରଫ କରିଛି, ଯାହାଙ୍କ ନାମ ମଞ୍ଜୁ ଶର୍ମା ଓରଫ ଅଲତାଫ ଶେଖ୍। ଏହି ମହିଳା ବାଂଲାଦେଶରୁ ଅବୈଧ ଭାବରେ ଭାରତରେ ପ୍ରବେଶ କରିଥିଲେ। ପଚରାଉଚରା…

ସୁନା ହାତ ପାହାନ୍ତାରୁ ଆହୁରି ଦୂରରେ, ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ସୁନା-ରୁପା ଦର

ନୂଆଦିଲ୍ଲୀ: ପୁଣି ରେକର୍ଡ ଭାଙ୍ଗିଲା ସୁନା ଦର। ଗୁରୁବାର ଦିନ ସୁନା ଏବଂ ରୁପା ମୂଲ୍ୟରେ ବଡ଼ ବୃଦ୍ଧି। ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୪୦୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ, ରୁପା କିଲୋଗ୍ରାମ ପିଛା ୧୫୦୦ ଟଙ୍କା…