ସ୍ୱିପ ସଟ୍ ଖେଳି କାହିିଁକି ପଡ଼ିଯାଉଛନ୍ତି ରିଷଭ ପନ୍ତ? ସଚିନ ତେନ୍ଦୁଲକର କରିଲେ ଖୁଲାସା

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ରିଷଭ ପନ୍ତଙ୍କ ପାଇଁ ବହୁତ ଭଲ ଥିଲା। କିନ୍ତୁ ଏହି ୱିକେଟକିପର ବ୍ୟାଟର ଚତୁର୍ଥ ଟେଷ୍ଟରେ ଆହତ ହୋଇଥିଲେ ଏବଂ ପଞ୍ଚମ ଟେଷ୍ଟରୁ ବାହାରି ଯାଇଥିଲେ। ଚତୁର୍ଥ ଟେଷ୍ଟରେ ତାଙ୍କ ଗୋଡରେ…

ପ୍ରେମିକାକୁ I Love You କହିବାକୁ ବାଧ୍ୟ କଲା ପ୍ରେମିକ, ମନା କରିବାରୁ ଛୁରୀରେ ଆକ୍ରମଣ କଲା ନିଜେ ବିଷ ପିଇଲା

ନୂଆଦିଲ୍ଲୀ: ରାଜସ୍ଥାନର ଝୁନଝୁନୁରୁ ଜଣେ ପାଗଳ ପ୍ରେମିକର ଏକ ଘଟଣା ସାମ୍ନାକୁ ଆସିଛି । ଆଇ ଲଭ ୟୁ କହିବା ପାଇଁ ବାଧ୍ୟ କଲା ପାଗଳ ପ୍ରେମିକ କିନ୍ତୁ ରାଜି ହେଲାନି ପ୍ରେମିକା । ଏହା ଉପରେ ପ୍ରେମିକଟି ଏପରି କିଛି କଲା…

ଭାରତ ଉପରେ ଆଜିଠୁ ଆମେରିକାର 25% ଶୁଳ୍କ ଲାଗୁ; ଅତିରିକ୍ତ 25% ଅଗଷ୍ଟ 27ରୁ ଲାଗୁ ହେବ, ମୋଟ ଶୁଳ୍କ 50%କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତ ଉପରେ ଆଜିଠୁ 25% ଆମେରିକା ଶୁଳ୍କ ଲାଗୁ । ଅତିରିକ୍ତ ଶୁଳ୍କ ଅଗଷ୍ଟ 27ରୁ ଲାଗୁ ହେବ । କାଲି ଆହୁରି ଅତିରିକ୍ତ 25 ପ୍ରତିଶତ ଶୁଳ୍କ ଲଗାଇଛନ୍ତି ଟ୍ରମ୍ପ । ଭାରତ ଉପରେ ମୋଟ 50% ଶୁଳ୍କ ଲାଗିଲା ।…

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି; ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ, 22ରେ ନିଥିପତ୍ର ଯାଞ୍ଚ, ସେପ୍ଟେମ୍ବର 9ରେ ନିର୍ବାଚନ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜାରି ହେଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ । ଅଗଷ୍ଟ 21 ନାମାଙ୍କନ ଦାଖଲର ଶେଷ ତାରିଖ । ଅଗଷ୍ଟ 22 ରେ ନିଥିପତ୍ର ଯାଞ୍ଚ ହେବ । ସେପ୍ଟେମ୍ବର 9ରେ…

PFର ଟଙ୍କା ଉଠାଇ ପାରିବେନି, ଯଦି କରିନାହାନ୍ତି ଏହି କାମ, ତୁରନ୍ତ କରନ୍ତୁ

ନୂଆଦିଲ୍ଲୀ: କର୍ମଚାରୀଙ୍କ ଦରମାରୁ ପ୍ରତି ମାସରେ କଟାଯାଉଥିବା ସଞ୍ଚୟର ଏକ ଅଂଶ ପିଏଫ୍ ଆକାଉଣ୍ଟରେ ଜମା କରାଯାଏ। ଏହି ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସରକାର ସୁଧ ମଧ୍ୟ ଦିଅନ୍ତି। ଯଦି କାହାକୁ ହଠାତ୍ ଟଙ୍କାର…

ଆମ ବସ୍ ଦୁର୍ଘଟଣା ରୋକିବାକୁ କ୍ରୁଟର ଅଭିନବ ଉପାୟ, ସପ୍ତାହକୁ 2 ଦିନ ବସରେ ବସି ଯାତ୍ରୀଙ୍କ କଥା ବୁଝିବେ ଅଧିକାରୀ

 ଭୁବନେଶ୍ବର: କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ ଏକ ନୂଆ ପଦକ୍ଷେପ ନେଇଛି । କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ୍ ଥିରୁମାଲା ନାଏକ କ୍ରୁଟ୍‌ର ସମସ୍ତ ସଦସ୍ୟମାନଙ୍କୁ ସପ୍ତାହରେ ଅନ୍ତତଃ ଦୁଇଥର ଆମବସ୍‌ରେ…

TCS କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ଛଟେଇ ବିପଦ ମଧ୍ୟରେ ଦରମା ବୃଦ୍ଧି ନେଇ କମ୍ପାନୀ ଦେଲା ଅପଡେଟ୍‌

ନୂଆଦିଲ୍ଲୀ: ଭାରତର ସର୍ବବୃହତ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (TCS) ବୁଧବାର ଦିନ ନିଜ କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। TCS କର୍ମଚାରୀମାନଙ୍କୁ ସୂଚନା ଦେଇଛି ଯେ, କମ୍ପାନୀ ଜୁନିଅର…

Asia Cup 2025: ଋଷଭ ପନ୍ତ ଆଉଟ, ଗିଲଙ୍କ ବେଷ୍ଟ ଫ୍ରେଣ୍ଡ୍ ଟିମରେ ଏଣ୍ଟ୍ରି, କ୍ୟାପ୍ଟେନ ହେବ…

ନୂଆଦିଲ୍ଲୀ: IND vs ENG: ଇଂଲଣ୍ଡରେ ଭାରତର ଦମଦାର ପ୍ରଦର୍ଶନ ପରେ ଏବେ ଫୋକସ୍ ଏସିଆ କପ୍‌ ଉପରେ । ୫ ଟିକିଆ ଟେଷ୍ଟ ସିରିଜ୍‌କୁ ୨-୨ରେ ବରାବର ରଖିଥିଲା ଶୁଭମନ ଗିଲଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ । ଏବେ ଦଳର…

ଛେଳି ଚରାଇ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ! ଜଗତସିଂହପୁରରେ ଚାଞ୍ଚଲ୍ୟ

ଜଗତସିଂହପୁର: ରାଜ୍ୟରେ ତଥା ଦେଶରେ ପ୍ରତିଦିନ ଦୁଷ୍କର୍ମ ଏବଂ ହତ୍ୟା ଘଟୁଛି। ଏହା ଥମିବାର ନାଁ ନେଉନି। ବର୍ତ୍ତମାନ ଏପରି ଏକ ଦୁଷ୍କର୍ମ ଉଦ୍ୟମ ମାମଲା ଜଗତସିଂହପୁରରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କୁ…

ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ୩ ଥର ଖଣ୍ଡପଡ଼ା ଆସନରୁ ବିଧାୟକ ହୋଇଥିଲେ

ଭୁବନେଶ୍ବର: ପରଲୋକରେ ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ । ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଖଣ୍ଡପଡ଼ାଗଡ଼ର ରାଜା ହେଉଛନ୍ତି…