ଆମେରିକାରେ ସ୍ତନ କର୍କଟ ଚିକିତ୍ସାରେ ଭେଦଭାବ, କଳା ମହିଳାମାନଙ୍କୁ ମିଳୁନାହିଁ ଚିକିତ୍ସା : ଅଧ୍ୟୟନ
ନୂଆଦିଲ୍ଲୀ: ନିକଟରେ ଆମେରିକୀୟ ମେଡିକାଲ୍ ଆସୋସିଏସନ୍ ନେଟୱାର୍କ ଓପନ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଆମେରିକାରେ ୬୫ ବର୍ଷରୁ ଅଧିକ ବୟସ୍କ କଳା ମହିଳାମାନେ ସ୍ତନ କର୍କଟ ଚିକିତ୍ସାରେ ଭେଦଭାବର…