‘ନିଜ ଭୁଲ୍ ପାଇଁ ଡ୍ରାଇଭରର ମୃତ୍ୟୁ ହେଲେ, ବୀମା କମ୍ପାନୀ ବଧ୍ୟ ନୁହେଁ ଅନୁକମ୍ପା ରାଶି ଦେବାକୁ’: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଣି କରିଛନ୍ତି। ଯଦି କୌଣସି ଡ୍ରାଇଭର ଦାୟିତ୍ୱହୀନ ହୋଇ ଦ୍ରୁତଗତିରେ ବା ଭୁଲ ଭାବେ ଗାଡ଼ି ଚଳାଇ ମୃତ୍ୟୁବରଣ କରୁଛି ତେବେ ତାଙ୍କ ପରିବାରକୁ ଅନୁକମ୍ପା…

ପୁଅ ଅଲଗା କରିଦେବା ପରେ ଅସହ୍ୟ ହେଲା ଋଣବୋଝ: ଟ୍ରେନ୍ ଆଗକୁ ଡେଇଁ ଦମ୍ପତିଙ୍କ ଆତ୍ମହତ୍ୟା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ସିଲଦା ଗାଁର ଯଦୁରାମ ପାଣ୍ଡେ (୫୮) ଓ ତାଙ୍କ ସ୍ତ୍ରୀ ଜାମବାଈ ପାଣ୍ଡେ (୫୬) ଋଣର ବୋଝ ସହି ନ ପାରି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଦୁଃଖଦ ଘଟଣା ମଙ୍ଗଳବାର ରାତିରେ…

ଶ୍ରାବଣରେ ଆରମ୍ଭ ହେବ ଏହି ୩ଟି ରାଶିର ସୁବର୍ଣ୍ଣ ସମୟ, ୫୦୦ ବର୍ଷ ପରେ ଘଟୁଛି ଏକ ବିରଳ ସଂଯୋଗ

ଶ୍ରାବଣ ମାସ ଭଗବାନ ଶିବଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ବୋଲି ବିବେଚିତ ହୁଏ। ଏହି ମାସରେ ଶିବଙ୍କ ଜଳାଭିଷେକ ପାଇଁ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ଲମ୍ବା ଲମ୍ବା ଧାଡ଼ି ଦେଖାଯାଏ। ଚଳିତ ବର୍ଷ ସାବନ ମାସ ଜୁଲାଇ ୧୧ରୁ ଆରମ୍ଭ…

ମୋଦୀଙ୍କୁ ଘାନାର ସର୍ବୋଚ୍ଚ ବେସାମରିକ ସମ୍ମାନ,“ଦ ଅଫିସର ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର ଅଫ୍ ଘାନା”ରେ ସମ୍ମାନିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘାନାର ସର୍ବୋଚ୍ଚ ବୋସାମନରିକ ସମ୍ମାନ । “ଦ ଅଫିସର ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର ଅଫ୍ ଘାନା” ରେ ସମ୍ମାନିତ ହେଲେ ମୋଦୀ । ପିଏମ ଦୋଦୀଙ୍କୁ ସମ୍ମାନିତ କଲେ ଘାନାର ରାଷ୍ଟ୍ରପତି…

ପରିବା ଚୋରି ସନ୍ଦେହରୁ ବ୍ୟକ୍ତିଙ୍କୁ ପିଟି ପିଟି ମାରିଦେଲେ ଚାଷୀ

ନୂଆଦିଲ୍ଲୀ: ତ୍ରିପୁରାର ଧଳାଇ ଜିଲ୍ଲାରେ ପରିବା ଚୋରି ସନ୍ଦେହରୁ ଜଣେ ବ୍ୟକ୍ତିଙ୍କୁ ଚାଷୀମାନେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଧିକାରୀଙ୍କ କହିବା ଅନୁସାରେ, ଏହି ଘଟଣା ମଙ୍ଗଳବାର ଓ ବୁଧବାର…

ଆଜି ବାଲେଶ୍ବର ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ ଦେଖିବେ ବନ୍ୟା ସ୍ଥିତି

ବାଲେଶ୍ବର: ଆଜି ବାଲେଶ୍ବର ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ । ଆକାଶମାର୍ଗରୁ ବନ୍ୟା ସ୍ଥିତି ଦେଖିବେ ପ୍ରଭାତୀ ପରିଡ଼ା । ବନ୍ୟା ପରିସ୍ଥିତିର ସମୀକ୍ଷା କରିବେ ଉପମୁଖ୍ୟମନ୍ତ୍ରୀ । ଭୋଗରାଇ ଓ ବାଲିଆପାଳ…

ଅଲ-କାଏଦା ସମର୍ଥିତ ଆତଙ୍କୀ ଗୋଷ୍ଠୀ ଆକ୍ରମଣରେ ୩ ଭାରତୀୟଙ୍କୁ ଅପହରଣ, ଉଦ୍ଧାର ପାଇଁ ସରକାରଙ୍କ ପ୍ରୟାସ

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାର ଦେଶ ମାଲିରେ ସମ୍ପ୍ରତି ହୋଇଥିବା ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ୩ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରାଯାଇଥିବା ଘଟଣା ପ୍ରତି ଭାରତ ସରକାର ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଏହି ଅପହରଣ…

ପୁଣି ରାଜଧାନୀରେ ଲଜ୍ଜା, ଘର ପାଖରେ ରହୁଥିବା ୨ ବର୍ଷର ଝିଅକୁ ଝୁଣି ଖାଇଗଲା ପିଶାଚ ପଡ଼ୋଶୀ

ନୂଆଦିଲ୍ଲୀ: ପୁଣି ରାଜଧାନୀରେ ଲଜ୍ଜା। ଜଣେ ୨ ବର୍ଷର ନିବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ। ଘରେ ମାଆ ନଥିବା ବେଳେ ନିରିହ ଝିଅଟିକୁ ତାଙ୍କର ଜଣେ ପଡ଼ୋଶୀ ଦୁଷ୍କର୍ମ କରିଥିବା ଥାନାରେ ମାମଲା ହୋଇଛି। ଘଟଣାଟି…

୨୧ରୁ ସଂସଦର ମୌସୁମୀ ଅଧିବେଶନ, ସରକାରଙ୍କ ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ,୨ା୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୧ରୁ ଅଗଷ୍ଟ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏକ ସରକାରୀ ବିଜ୍ଞପ୍ତିରେ, ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ନିଶ୍ଚିତ କରିଛି ଯେ, ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ…

ମୃତ ବାପାଙ୍କୁ ଏମିତି ସ୍ୱତନ୍ତ୍ର ଢଙ୍ଗରେ ପୁଅମାନେ ଦେଲେ ଅନ୍ତିମ ବିଦାୟ: ହେଲିକପ୍ଟର ଉପରୁ ଖସିଲା ବିଡ଼ାବିଡ଼ା ଟଙ୍କା, କାରଣ ଜାଣିଲେ…

ସାଧାରଣତଃ ଭାରତୀୟମାନେ ବୃଦ୍ଧବୃଦ୍ଧାମାନଙ୍କୁ ଶେଷ ବିଦାୟକୁ ବହୁତ ସମ୍ମାନର ସହିତ ପାଳନ କରିବାର ପରମ୍ପରା ରହିଛି, କିନ୍ତୁ ଆମେରିକାରେ ଏକ ଅଜବ ଢଙ୍ଗରେ ପୁଅମାନେ ତାଙ୍କ ମୃତ ବାପାଙ୍କୁ ଶେଷ ବିଦାୟ ଜଣାଇଛନ୍ତି।…