ବଜାରରେ ବୁଲୁଛି ଦୁଇ ପ୍ରକାର ୧୦ ଟଙ୍କିଆ କଏନ୍! କେଉଁଟି ଅସଲି ଆଉ କେଉଁଟି ନକଲି ବୋଲି ଜାଣିବେ କିପରି, କେନ୍ଦ୍ରୀୟ ବ୍ୟାଙ୍କର ନିୟମ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଜାରରେ ଏବେ ଦୁଇ ପ୍ରକାର ୧୦ ଟଙ୍କିଆ କଏନ୍ ଦେଖିବାକୁ ମିଳୁଛି । ଗୋଟିଏ ହେଉଛି ଅସଲି ଆଉ ଅନ୍ୟଟି ହେଉଛି ନକଲି । ତେବେ କେଉଁଟି ଅସଲି ଆଉ କେଉଁଟି ନକଲି ତାହା ଜାଣିବା ସମସ୍ତଙ୍କ ପାଇଁ…

ଗ୍ରାମୀଣ ଭାରତର ୯୫% ଜମିଜମା ରେକର୍ଡ ହୋଇଛି ଡିଜିଟାଇଜ୍

ଜମି ରେକର୍ଡର ଡିଜିଟାଇଜେସନ୍, ଜମି ମାଲିକାନା ପରିଚାଳନାର ଆଧୁନିକୀକରଣ ସହିତ ଗ୍ରାମୀଣ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି । ଏହି ପଦକ୍ଷେପ ଭୂମି ପ୍ରଶାସନରେ ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି…

ବିଶିଷ୍ଟ ଲୋକ ଗାୟିକା ଶାରଦା ସିହ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିବା ବିଶିଷ୍ଟ ଲୋକ ଗାୟିକା ଶାରଦା ସିହ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ତେଣୁ ଚିକିତ୍ସା ନିମନ୍ତେ ଶାରଦାଙ୍କୁ ଦିଲ୍ଲୀ ଏମ୍ସର…

ଯୁବପିଢି ଭୋଗୁଥିବା ସ୍ୱାସ୍ଥ୍ୟ ସମସ୍ୟାର ମୁଖ୍ୟ କାରଣ ହେଉଛି ଚାପ: ଜାଣନ୍ତୁ ଏଥିରୁ ବର୍ତ୍ତିବାର ଉପାୟ 

ବର୍ତ୍ତମାନ ଆମେ ଏପରି ଏକ ସ୍ଥିତିର ପହଞ୍ଚିଛନ୍ତି, ଯେଉଁ ସମୟରେ ଚାପ ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ସମସ୍ୟା। ଚାପ ଏବେ ଅନେକ ରୋଗର ମୁଖ୍ୟ କାରଣ ପାଲଟିଛି। ୧୮ ରୁ ୪୫ ବର୍ଷ ବୟସର ଯୁବପିଢି ଭୋଗୁଥିବା ସ୍ୱାସ୍ଥ୍ୟ ସମସ୍ୟାର…

ଧନତେରସ ଦିନ ଅବଶ୍ୟ କିଣନ୍ତୁ ଲୁଣ, ଦାରିଦ୍ର୍ୟତା ହେବ ଦୂର, ପରିବାରରେ ବଢିବ ଶାନ୍ତି

ଓଡ଼ିଶା ଭାସ୍କର: ଚଳିତ ବର୍ଷ ଦୀପାବଳି ପର୍ବ ୩୧ ଅକ୍ଟୋବରରେ ପାଳନ କରାଯିବ। ଦୀପାବଳିର ଠିକ ଦୁଇ ଦିନ ପୂର୍ବରୁ ଧନତେରସ ସେଲିବ୍ରେସନ କରାଯାଇଥାଏ ଅର୍ଥାର ୨୯ ତାରିଖରେ ଧନ୍ୱନ୍ତରୀ ପର୍ବ ପାଳନ କରାଯିବ। କାର୍ତ୍ତିକ ମାସର…

DA ପରେ ଏବେ HRA ବଢ଼ିବ! ଏକସଙ୍ଗେ ତିନୋଟି ଭତ୍ତା ବୃଦ୍ଧି କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ଘୋଷଣା କରିଥିଲେ । ୩ ପ୍ରତିଶତ ଡିଏ ବଢ଼ିବା ପରେ କେନ୍ଦ୍ର କର୍ମଚାରୀଙ୍କ ମୋଟ ଡିଏ ୫୩ ପ୍ରତିଶତରେ ପହଞ୍ଚି ଯାଇଛି । ତେବେ ଡିଏ ବୃଦ୍ଧି ପରେ ଏବେ…

ହାର୍ଦ୍ଦିକ-ରୋହିତ-ବୁମରାହ ନା ସୂର୍ଯ୍ୟକୁମାର… ଦୋଛକିରେ Mumbai Indians: କାହାକୁ ରଖିବ, କାହାକୁ କରିବ ରିଲିଜ?

ଓଡ଼ିଶା ଭାସ୍କର: ଆଇପିଏଲ ରିଟେନସନ୍ ଡେଡଲାଇନ୍ ପାଖେଇ ଆସିଲାଣି । ୩୧ ତାରିଖ ସୁଦ୍ଧା ସମସ୍ତ ଫ୍ରାଞ୍ଚାଇଜି ନିଜର ରିଟେନସନ୍ ଲିଷ୍ଟ ଦେବେ । କିନ୍ତୁ ଏପଟେ ମୁମ୍ବାଇ ଶିବିରରେ ଛିଡ଼ୁନି ରିଟେନ୍ ଗଣିତ । ପ୍ରମୁଖ…

OJEE ପକ୍ଷରୁ ସୂଚନା: ମେଡିକାଲ କାଉନସେଲିଂ ତାରିଖରେ ପରିବର୍ତ୍ତନ, ଘୋଷଣା ହେଲା ନୂଆ ତାରିଖ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ମେଡିକାଲ ନାମଲେଖା କାଉନସେଲିଂରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖ ବଦଳିଯାଇଛି । ଅକ୍ଟୋବର ୨୬ ତାରିଖ…

ବିମାନରେ ବୋମା ଧମକକୁ ନେଇ ଆସିଲା ମୋଦୀ ସରକାରଙ୍କ ଆଡଭାଇଜରୀ

ନୂଆଦିଲ୍ଲୀ: ଏୟାରଲାଇନ୍ସ କମ୍ପାନୀଙ୍କୁ ପ୍ରତିଦିନ ଧମକ ମିଳୁଥିବା ଖବରକୁ ନେଇ କେନ୍ଦ୍ରୀୟ ବିଦ୍ୟୁତ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ଦିନ ଆଡଭାଇଜରୀ ଜାରି କରିଛି। କେନ୍ଦ୍ର ସରକାର ସୋସିଆଲ ମିଡିଆ…

ନଭେମ୍ବର ୮ରୁ ଆରମ୍ଭ ହେବ ୨୭ତମ କଳିଙ୍ଗ ପୁସ୍ତକ ମେଳା: ଯୋଗଦେବେ ଦୁଇ ଶହରୁ ଅଧିକ ପ୍ରକାଶନୀ ସଂସ୍ଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ପୁସ୍ତକପ୍ରେମୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆସନ୍ତାମାସ ୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୨୭ତମ କଳିଙ୍ଗ ପୁସ୍ତକ ମେଳା । ଏହି ଅବସରରେ ଦୁଇ ଶହରୁ ଅଧିକ ପ୍ରକାଶନୀ ସଂସ୍ଥା…