Featured ପ୍ରେମର କରୁଣ ପରିଣାମ, ପେଟରୁ ଅନ୍ତନଳୀ ବାହାର କରି ପୋଡ଼ିଦେଲେ! Abinash Kumar Dhal Jun 28, 2025 ନୂଆଦିଲ୍ଲୀ: ଯୁବକଙ୍କୁ ମାରି, ତାଙ୍କ ପେଟରୁ ଅନ୍ତନଳୀ ବାହାର କରି ପୋଡ଼ିଦେଲେ ଦୁର୍ବୁତ୍ତ, ଯାହା ଥିଲା ପ୍ରେମର ପରିମାଣ। ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ନୂଆଦିଲ୍ଲୀରେ। ଏହି ଘଟଣା ପ୍ରାୟ 23 ବର୍ଷର ପୁରୁଣା।…
Breaking News କିଏ ନେବ ମନମୋହନଙ୍କ ସ୍ଥାନ? ଜୁଲାଇ ୧ ପରେ ସାମ୍ନାକୁ ଆସିବେ ନୂଆ ସଭାପତି Jyotirmayee Jun 28, 2025 ଭୁବନେଶ୍ୱର: ଆସନ୍ତା କାଲିଠାରୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଷଡଙ୍ଗୀ ଦେଲେ ସୂଚନା । ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ…
Breaking News ପିପିଲିରେ ଆମ ବସ୍ ଧକ୍କାରେ ୩ ଯୁବତୀଙ୍କ ମୃତ୍ୟୁ ଘଟଣା, ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ Ankita Jun 28, 2025
ଅପରାଧ କୋଲକାତା ଲ’ କଲେଜ ଗଣଦୁଷ୍କର୍ମ ମାମଲା: FIRରେ ଅଭିଯୁକ୍ତଙ୍କ ନାଁ ନ ଲେଖି J-M-P ଲେଖିଛି ପୋଲିସ Odisha Bhaskar Jun 28, 2025 କୋଲକାତା,୨୮ା୬: ଦକ୍ଷିଣ କୋଲକାତା ଲ’ କଲେଜର ପ୍ରଥମ ବର୍ଷର ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲାରେ ପୋଲିସର ଭୂମିକା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ FIRରେ ଅଭିଯୁକ୍ତଙ୍କ ନାଁ ଲୁଚାଇବାକୁ ଚେଷ୍ଟା…
Top Stories ତତ୍କାଳ ଟିକଟଠାରୁ ଆରମ୍ଭ କରି ATMରୁ ଟଙ୍କା ଉଠାଇବା ପର୍ଯ୍ୟନ୍ତ… ଜୁଲାଇରୁ ବଦଳିବ ଏହି ୪ ବଡ଼ ନିୟମ Jyotirmayee Jun 28, 2025 ନୂଆଦିଲ୍ଲୀ: ଜୁଲାଇ 2025 ଆରମ୍ଭ ହେବା ସହିତ, ଅନେକ ବଡ଼ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଥିରେ ରେଳ ଟିକେଟ ବୁକିଂ ଠାରୁ…
ବିଦେଶ ଆମେରିକାକୁ ଧମକ ଦେଇଥିବା ଦେଶ ଇସ୍ରାଏଲ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର, କହିଲା ସମର୍ଥନରୁ ପଛକୁ ହଟିବ ନାହିଁ Odisha Bhaskar Jun 28, 2025 ସାନା,୨୮ା୬: ଆମେରିକାର ବଙ୍କର ବଷ୍ଟର ବୋମା ଇରାନର ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିବା ପରେ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରିଥିବା ଦେଶ ଇସ୍ରାଏଲ ଉପରେ ଏକ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଦେଶ ହେଉଛି…
Featured ସ୍ୱାମୀ ସାଜିଲା ରାକ୍ଷସ, ଭୁଲିଗଲା 7 ବଚନ, ସ୍ତ୍ରୀକୁ ମାରି ଫାଶୀ ଦଉଡ଼ିରେ ଝୁଲାଇଦେଲା Abinash Kumar Dhal Jun 28, 2025 ଉତ୍ତରପ୍ରଦେଶ: ମଦ ଉଜୁଡେଇ ଦେଲା ସଂସାର। ବାହା ବେଦିରେ ଦେଇଥିବା ସାତଟି ପ୍ରତିଜ୍ଞା ଏବଂ ସାତ ଜନ୍ମ ପାଇଁ ଏକାଠି ରହିବାର ପ୍ରତିଶ୍ରୁତି ଭୁଲିଗଲା ସ୍ୱାମୀ। ମଦ ପିଇ ନିଜ ସ୍ତ୍ରୀକୁ ହତ୍ୟା କରି ଫାଶୀ ଦଉଡ଼ିରେ…
Breaking News ଭଲ କରି ଟିକେ ଦେଖନ୍ତୁ.. ଏହି ମହିଳାଙ୍କ ଶରୀରରେ ଚର୍ବି ଅପେକ୍ଷା ପ୍ଲାଷ୍ଟିକ୍ ଅଧିକ, ମୋମୋ ଭଳି ଓଠ ତିଆରି କରିବାକୁ ଖର୍ଚ୍ଚ କଲେ 40 ଲକ୍ଷ Ankita Jun 28, 2025 ନୂଆଦିଲ୍ଲୀ: କିଛି ଲୋକ ଅଛନ୍ତି ଯେଉଁମାନଙ୍କର ପ୍ରସିଦ୍ଧ ହେବା ପାଇଁ ଏକ ଭିନ୍ନ କ୍ରେଜ୍ ଥାଏ । ଏଥିପାଇଁ, ଏହି ଲୋକମାନେ କିଛି କରିବାକୁ ପ୍ରସ୍ତୁତ ଥାଆନ୍ତି । କିଛି ଲୋକ ଅଛନ୍ତି ଯେଉଁମାନେ ନିଜକୁ ଦୁନିଆଠାରୁ ଭିନ୍ନ…
ଦେଶ Smart Monkey: (ଭାଇରାଲ ଭିଡିଓ) ମହିଳା ବୁଝିଗଲେ ମାଙ୍କଡ଼ର ମନ କଥା, ବୋତଲ ଖୋଲି ପିଆଇଲେ ପାଣି Jyotirmayee Jun 28, 2025 ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଅନେକ ସମୟରେ ସୋସିଆଲ ମିଡିଆ ୟୁଜରର୍ସ ଙ୍କ ମଧ୍ୟରେ ବଡ ଡିବେଟ୍ ଆରମ୍ଭ ହୋଇଯାଏ । ବର୍ତ୍ତମାନ ଏବେ ଏକ…
Breaking News ଦେଖନ୍ତୁ (Video) ଅନ୍ତର୍ଜାତୀୟ ସ୍ପେଶ ଷ୍ଟେଶନରେ ଥିବା ଶୁଭାଂଶୁଙ୍କୁ କ’ଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି Jyotirmayee Jun 28, 2025 ନୂଆଦିଲ୍ଲୀ: ଶୁଭାଂଶୁ ଶୁକ୍ଳାଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ । ଅନ୍ତର୍ଜାତୀୟ ସ୍ପେଶ ଷ୍ଟେଶନରେ ଥିବା ଶୁଭାଂଶୁଙ୍କ ସହ କଥା…