ଭାରତୀୟ ନାଗରିକତ୍ୱ କାହିଁକି ଛାଡ଼ୁଛନ୍ତି ଲୋକେ; ଚଳିତ ବର୍ଷ ୧,୮୩,୭୪୧ ଭାରତୀୟ ବଦଳାଇଛନ୍ତି ଠିକଣା
ନୂଆଦିଲ୍ଲୀ; ଗତ କିଛି ବର୍ଷ ମଧ୍ୟରେ ନାଗରିକତ୍ୱ ଛାଡ଼ୁଥିବା ଭାରତୀୟଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୨୦୧୭ ମସିହାରେ ଭାରତର ନାଗରିକତ୍ୱ ତ୍ୟାଗ କରିଥିବା ଦେଶବାସୀଙ୍କ ସଂଖ୍ୟା ୧,୩୩,୦୪୯ ଥିଲା ଏବଂ ପାଞ୍ଚ…