SBI ରେ ଗୋଟିଏ ଥର କରନ୍ତୁ ୫ଲକ୍ଷ ନିବେଶ ଆଉ ପ୍ରତି ମାସରେ ପାଆନ୍ତୁ ୭୦ହଜାର! ଜାଣନ୍ତୁ ପ୍ଲାନ

ନୂଆଦିଲ୍ଲୀ :ବ୍ୟବସାୟ କରିବା ସହଜ ନୁହେଁ, କାରଣ ଏହା ଉଭୟ ସମୟ ଏବଂ ପରିଶ୍ରମ ଆବଶ୍ୟକ କରେ । କିନ୍ତୁ ଯଦି କେହି ଆପଣଙ୍କୁ କୁହନ୍ତି ଯେ ୫ ଲକ୍ଷ ଟଙ୍କା ବିନିଯୋଗରେ ଆପଣ ମାସକୁ ୬୦ ରୁ ୭୦ ହଜାର ଟଙ୍କା ରୋଜଗାର…

ପାଦ ଆଙ୍ଗୁଠିରୁ ଜାଣନ୍ତୁ ଆପଣଙ୍କ ଭାଗ୍ୟ; ଜୀବନରେ ମିଳିବ ସଫଳତା ନା କରିବାକୁ ହେବ ସଂଘର୍ଷ

ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର, ହସ୍ତରେଖା ଶାସ୍ତ୍ର, ଅଙ୍କ ଶାସ୍ତ୍ର ପରି ସାମୁଦ୍ରିକ ଶାସ୍ତ୍ର ମଧ୍ୟ ରହିଛି । ଯାହା ମାଧ୍ୟମରେ ଜଣେ ବ୍ୟକ୍ତି ବିଷୟରେ ଅନେକ କଥା ଜଣା ପଡିଥାଏ । ଏହି ସାମୁଦ୍ରିକ ଶାସ୍ତ୍ରରେ ଜଣେ…

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶ୍ରୀମନ୍ଦିର ଆନନ୍ଦ ବଜାରରେ ବସି ଖାଇବେ ମହାପ୍ରସାଦ

ଭୁବନେଶ୍ୱର: ନଭେମ୍ବର ୧୦ ତାରିଖରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୁର୍ମୁଙ୍କ ସ୍ୱାଗତ ପାଇଁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଶ୍ରୀମନ୍ଦିର ପରିଦର୍ଶନ କରିବେ ବୋଲି…

ଟି-୨୦ ବିଶ୍ୱକପ: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତି, କ୍ରିଜରେ ରାହୁଲ-ରୋହିତ

ମେଲବର୍ଣ୍ଣ: ଭାରତ ଏବଂ ଜିମ୍ବାବେ ମଧ୍ୟରେ ଟି-୨୦ ବିଶ୍ୱକପ୍‌ର ଶେଷ ମ୍ୟାଚ୍ ଜାରି ରହିଛି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି । ଜିମ୍ବାୱେ ବିପକ୍ଷରେ ଭାରତ…

ଦକ୍ଷିଣ ଆଫ୍ରିକାର ପରାଜୟ ପରେ ଯଦି ସଚିନଙ୍କ ଟ୍ଵିଟ୍ ଦେଖି ନାହାନ୍ତି ତ, ଆଉ କଣ ଦେଖିଛନ୍ତି, ଏମିତି ଟ୍ରୋଲିଂ ଦେଖିନଥିବେ…

ନୂଆଦିଲ୍ଲୀ: ଆଇସିସି ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକା ଦଳକୁ ଚୋକର୍ସ କୁହାଯାଏ। ବଡ ବଡ ଟୁର୍ଣ୍ଣାମେଣ୍ଟରେ ଦମଦାର ଆରମ୍ଭ କରିବା ପରେ ଦକ୍ଷିଣ ଆଫ୍ରିକା ଦଳ ବାଦ୍ ପଡିବା କୌଣସି ନୂଆ କଥା ନୁହେଁ। ମାତ୍ର ଚଳିତ…

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ବାଚନୀ ପ୍ରତିଶୃତି, ୧୧ ଯୋଜନା ସହ ମାଗଣାରେ ମିଳିବ ସିଲିଣ୍ଡର ଓ ସ୍କୁଟି

ଶିମଲା: ଆଜି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଶିମଲା ଯାତ୍ରା କରିଥିଲେ। ସେଠାରେ ସେ ଲୋକମାନଙ୍କୁ କେତକ ମାଗଣା ସୁବିଧାଦେବା ପାଇଁ ପ୍ରତିଜ୍ଞା କରିଛନ୍ତି। ଆଗକୁ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ବିଭିନ୍ନ ଦଳ ମଧ୍ୟରେ…

ବଂଲାଦେଶକୁ ହରାଇ ସେମିଫାଇନାଲରେ ପାକିସ୍ତାନ, ଏବେ ଭାରତ ମ୍ୟାଚ ଉପରେ ସମସ୍ତଙ୍କ ନଜର

ଟି-୨୦ ବିଶ୍ୱକପ୍ ୨୦୨୨ ସେମିଫାଇନାଲ ପାଇଁ ଚାରି ଦଳ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନ ବଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି। ଗ୍ରୁପ-୨ରୁ…

କାମ କରିବା ସମୟରେ ବାରହା ଆକ୍ରମଣ: ୧ ମୃତ, ୭ ଗୁରୁତର

ଖଲ୍ଲିକୋଟ: ରାଜ୍ୟରେ ଦିନକୁ ଦିନ ଜଙ୍ଗଲୀ ଜୀବଜନ୍ତୁଙ୍କ ଉପଦ୍ରବ ବଢିବାର ଲାଗିଛି । ଖାସ କରି ହାତୀ ଏବଂ ବାରହା ଭଳି ଜଙ୍ଗଲୀ ଜନ୍ତୁ ଅନେକ ଲୋକଙ୍କ ଧନ ଜୀବନ ନଷ୍ଟ କରିବା ସହ ସେମାନଙ୍କୁ ବିପଦରେ ପକାଉଛନ୍ତି । ତେବେ…

Big Breaking: ମା’ ହେଲେ ଆଲିଆ ,କନ୍ୟା ସନ୍ତାନଙ୍କୁ ଦେଲେ ଜନ୍ମ

ମୁମ୍ବାଇ: କପୁର ପରିବାରରେ ଖୁସି ଏବଂ ଉତ୍ସାହର ବାତାବରଣ ରହିଛି। କାରଣ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଶୀଘ୍ର ସେମାନଙ୍କର ପ୍ରଥମ ଶିଶୁକୁ ସ୍ୱାଗତ  କରିଛନ୍ତି । ଏହାସହ ଶିଶୁ କନ୍ୟା କୁ ଜନ୍ମ ଦେଇଛନ୍ତି ଆଲିଆ । କିଛି…

Sugar Export: ସରକାରଙ୍କ ବଡ଼ ଘୋଷଣା; ଚଳିତ ବର୍ଷ ଦେଶରୁ ଏତିକି ଚିନି କରାଯିବ ରପ୍ତାନୀ, ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍ଲୀ: ଆଖୁ ଚାଷୀଙ୍କ ପାଇଁ ଖୁସିର ଖବର। ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ଚିନି ରପ୍ତାନୀ କୋଟା ସ୍ଥିର କରିଛନ୍ତି। ବଜାରର ଆଶା ମୁତାବକ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୬୦ ଲକ୍ଷ ଟନ ଚିନି ରପ୍ତାନୀ…