Video: କୁନୋ ମୁଖ୍ୟ ଜଙ୍ଗଲକୁ ପ୍ରବେଶ କଲେ କ୍ଵାରେଣ୍ଟାଇନରେ ଥିବା ଚିତା, ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ
ମଧ୍ୟପ୍ରଦେଶ: ନାମୀବିୟାରୁ ଆସି ମଧ୍ୟପ୍ରଦେଶର କୁନୋ ପାର୍କରେ ଥିବା ୮ ଚିତାଙ୍କମଧ୍ୟରୁ ୨ ଚିତାଙ୍କୁ ବଡ଼ ଅଞ୍ଚଳରେ ଛାଡ଼ି ଦିଆଯାଇଛି । ଦୁଇ ଚିତାଙ୍କୁ ଶନିବାର ସନ୍ଧ୍ୟା ୭ଟା ସମୟରେ ଗେଟ୍ ୪ରୁ ବଡ଼ ଅଞ୍ଚଳକୁ ଛାଡ଼ି…