ପାକିସ୍ତାନକୁ ଲାଗିଲା ବଡ଼ ଝଟକା: ପାକ୍ କ୍ରିକେଟ ଟିମକୁ ବିଶ୍ୱକପ୍ ପାଇଁ ଭିସା ଦେଲାନି ଭାରତ

ନୂଆଦିଲ୍ଲୀ: ଚଳିତ ଡିସେମ୍ବର ମାସ ୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଭାରତରେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଆୟୋଜିତ ହେବ । ତେବେ ଏହି ବିଶ୍ୱକପରେ ପାକିସ୍ତାନ ଭାଗ ନେଇ ପାରିବ ନାହିଁ । ପାକିସ୍ତାନକୁ ଜବରଦସ୍ତ ଝଟକା ଦେଇଛି…

କେନ୍ଦ୍ର କର୍ମଚାରୀଙ୍କୁ ଝଟକା! ପେନସନ ରୁଲକୁ ନେଇ ନିୟମ ବଦଳାଇଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପେନସନକୁ ନେଇ ଆସିଲା ବଡ଼ ଖବର। ପେନସନ ଓ ପେନସନ ଭୋଗୀ କଲ୍ୟାଣ ବିଭାଗ ତରଫରୁ ଏହି ନିୟମକୁ ଜାରି କରାଯାଇଛି। ଏଥିରେ ପେନସନ ରାଶିକୁ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି।…

ଖାଇବା ପରେ ପିଅନ୍ତୁ ଏହି ୨ଟି ମସଲା ପାଣି: ରହିବନି ହଜମ ସମସ୍ୟା

ଅନେକ ଲୋକଙ୍କର ହଜମ ସମସ୍ୟା ରହିଛି । ଯଦି ସେମାନେ ଖାଦ୍ୟ ଖାଇବା ପରେ ଜିରା ଓ ଜୁଆଣି ମଞ୍ଜି ପାଣି ଖାଆନ୍ତି, ତେବେ ଏହା ଦ୍ୱାରା ଅନେକ ସମସ୍ୟା ଦୂର ହୋଇପାରିବ। ଏପରି ପରିସ୍ଥିତିରେ ଲୋକମାନେ ଜିରା ଓ ଜୁଆଣି ମଞ୍ଜିରୁ…

Distance, Online ମୋଡ଼ରେ କରାଯାଉଥିବା କୋର୍ସକୁ ମିଳିବ ରେଗୁଲାର କୋର୍ସ ମାନ୍ୟତା: UGCର ନୂଆ ନିୟମ

ନୂଆଦିଲ୍ଲୀ: ଦେଶର କୌଣସି ୟୁନିଭରସିଟିରେ ମୁକ୍ତ ବା ଦୂରନିରନ୍ତର ଶିକ୍ଷା କୋର୍ସର ଶୁଭାରମ୍ଭ କରିବାକୁ ହେଲେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ମଞ୍ଜୁରୀ ନେବାକୁ ପଡ଼ିବ । ବିନା ମଞ୍ଜୁରୀରେ ଛାତ୍ରଛାତ୍ରୀଙ୍କୁ…

ଜାଭେଦ ଅଖତରଙ୍କ ମନ୍ତବ୍ୟକୁ ନେଇ ପୁଣି ଚର୍ଚ୍ଚା: କହିଲେ ମହିଳାଙ୍କୁ ମଧ୍ୟ ଏକ ରୁ ଅଧିକ ସ୍ୱାମୀ

ନୂଆଦିଲ୍ଲୀ:ଜାଭେଦ ଅଖତର ନିଜ ମନ୍ତବ୍ୟ ପାଇଁ ବେଶ ଜଣାଶୁଣା। କିନ୍ତୁ ବେଳେବେଳେ ଏହି ଜିନିଷ ମଧ୍ୟ ସେମାନଙ୍କ ଉପରେ ଭାରୀ ହୋଇଯାଏ । ଯେପରି ତାଙ୍କର ଗୋଟିଏ ବିବୃତ୍ତି ପୁଣି ଥରେ ବିବାଦ ଆରମ୍ଭ କରିଛି। ସାଧାରଣ ସିଭିଲ୍…

କିଡନୀ ଖରାପ କରିପାରେ ଆପଣଙ୍କ ଏହି ଅଭ୍ୟାସ: ଜାଣନ୍ତୁ କିପରି

ଯୁଗ ବଦଳିବା ସହ ଲାଇଫଷ୍ଟାଇଲ ବଦଳିବାରେ ଲାଗିଛି । କିନ୍ତୁ ସୁସ୍ଥ ଶରୀର ପାଇଁ ଆପଣଙ୍କର କିଡନୀ ନିହାତି ଜରୁରୀ। କିଡନୀ ସାହାଯ୍ୟରେ ଏହା ଆପଣଙ୍କ ଶରୀରକୁ ଡିଟକ୍ସାଇଫ କରିବାରେ ସାହାଯ୍ୟ କରେ। କିନ୍ତୁ କିଛି ଖରାପ…

କେହି ଖାଲି ପେଟରେ ଶୋଇବା ଭାରତର ସଂସ୍କୃତି ନୁହେଁ, ଶେଷ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବା ସରକାରଙ୍କ ଦାୟିତ୍ୱ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେହି ଭୋକରେ ରହିବା ଭାରତୀୟ ସଂସ୍କୃତି ନୁହେଁ। ତେଣୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌(ଏନଏସଏଫଏସ) ଅଧିନରେ କିପରି ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ଖାଦ୍ୟସଶ୍ୟ ପହଞ୍ଚିବ ତାହା କେନ୍ଦ୍ର ସରକାରଙ୍କ ଦାୟିତ୍ୱ…

‘ମୁଁ ଯାହା କହିଥିଲି, ତାହା କରିକି ଦେଖାଇଛି’ ଯୋଗୀଙ୍କ କିଛି ଏଭଳି କଥାରେ କମ୍ପିଲା ବିଧାନସଭା

ନୂଆଦିଲ୍ଲୀ:ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କିଏ ଅବା ନଜାଣେ । ତାଙ୍କର କାର୍ଯ୍ୟ ହିଁ ତାଙ୍କର ପରିଚୟ । କ୍ଷମତାକୁ ଆସିବା ପରେ ସେ ଏହି ଭଳି ବହୁ କାର୍ଯ୍ୟ କରିଛନ୍ତି ଯାହାକୁ ନେଇ ସବୁ ବେଳେ ଚର୍ଚ୍ଚା ବିଷୟ…

କେଉଁ ଦିନ ଜନ୍ମ ହୋଇଛନ୍ତି ଆପଣ ? ଦିନ ହିସାବରେ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ୱ

ନିଜ ରାଶି, ରାଶିଫଳ ଓ ଜନ୍ମ ତିଥି ଅନୁସାରେ ଲୋକଙ୍କ ସ୍ୱଭାବ ଓ ବ୍ୟକ୍ତିତ୍ୱ ବିଷୟରେ ବହୁତ କିଛି ଆପଣ ଶୁଣିଥିବେ । କିନ୍ତୁ ଆପଣ ଜାଣନ୍ତି କି, ପ୍ରତ୍ୟେକ ଦିନରେ ମଧ୍ୟ ଅଲଗା ଅଲଗା ଶକ୍ତି ରହିଛି । ଏହା ସେହି ଦିନ ଜନ୍ମ…

DPSର ମାନ୍ୟତା ରଦ୍ଦ: ଫିସ୍ ବୃଦ୍ଧି ପଡ଼ିଲା ମହଙ୍ଗା, କେଜ୍ରିୱାଲ ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ, ଛାତ୍ର ଓ ଶିକ୍ଷକମାନେ ଏବେ କରିବେ କ’ଣ

ନୂଆଦିଲ୍ଲୀ: ଦିଲ୍ଲୀ ପବ୍ଲିକ ସ୍କୁଲ (ଡିପିଏସ) ଉପରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫିସ୍ ବୃଦ୍ଧି କାରଣକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଡିପିଏସ ରୋହିଣୀର ମାନ୍ୟତା…