ନିଜ ପ୍ରେମିକାକୁ ବିବାହ କଲେ କି ଦୂତୀ ଚାନ୍ଦ? ଫଟୋ ଭାଇରାଲ ପରେ ଫ୍ୟାନ୍ସ କହିଲେ…
ଭୁବନେଶ୍ୱର: ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିବା ଆଥଲେଟ୍ ଦୂତୀ ଚାନ୍ଦ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି । କେବେ ତାଙ୍କ ଖେଳ ପାଇଁ ଲୋକଲୋଚନକୁ ଆସିଥାନ୍ତି ତ ଆଉ କେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସେ…