ସ୍କୁଟି ରଖିବା ମାତ୍ରେ ନାଳରେ ପଡ଼ିଲେ ଯୁବତୀ.. ହେଉଛନ୍ତି ଟ୍ରୋଲ୍ର ଶିକାର
ନୂଆଦିଲ୍ଳୀ: ଝିଅ ମାନେ ସାଧାରଣତଃ ସ୍କୁଟି ଚଲାଇବାକୁ ଭାରି ଭଲ ପାଆନ୍ତି । ସ୍କୁଟି ବହୁତ ହାଲୁକା ହୋଇଥିବାରୁ ଏହାକୁ ବ୍ୟବହାର କରିବା ଅତି ସହଜ ହୋଇଥାଏ । ତେବେ ସ୍କୁଟି ଚଳାଇବା ସମୟରେ ଅଧିକାଂଶ ଯୁବତୀ ସ୍କୁଟିରୁ ତଳେ…