୧୫ରୁ ୩୫ ବର୍ଷୀୟ ନିରକ୍ଷର ପୁଣି ପଢ଼ିବେ ପାଠ: ୭ ଜିଲ୍ଲାରେ ଆରମ୍ଭ ହେବ ସର୍ଭେ, ବିବରଣୀ ଦେବାକୁ DEOଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୧୫ରୁ ୩୫ ବର୍ଷ ବୟସର ନିରକ୍ଷରମାନେ ପୁଣି ପଢ଼ିବାର ସୁଯୋଗ ପାଇବେ । ରାଜ୍ୟର ୭ଟି ଜିଲ୍ଲାରେ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ । ଏହି ପ୍ରୋଗ୍ରାମ…

UGC ଓ AICTE ମିଶ୍ରଣରେ ଗଠନ ହେବ ଏକ ନୂଆ ସଂସ୍ଥା ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ: ଜାଣନ୍ତୁ ଏହି ଆୟୋଗର ଅଧିକାର ଓ କ୍ଷମତା କ’ଣ ରହିବ

ନୂଆଦିଲ୍ଲୀ: ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓ ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ)ର ମିଶ୍ରଣ ହୋଇ ଗଠନ ହେବ ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ (ଏଚଇସିଆଇ) । ଏହି ଆୟୋଗ ଗଠନ ନେଇ ପ୍ରସ୍ତାବ…

କେମିତି ରହିବ ଭାରତର ଭବିଷ୍ୟତର ରାଜନୀତି: ପାଞ୍ଚ ବର୍ଷ ପରେ କେଉଁ ଦଳ ଖସିବ କେଉଁ ଦଳ ଉଠିବ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତବର୍ଷରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାର କ୍ଷମତାରେ ରହିଛି । ଅନ୍ୟପକ୍ଷରେ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା ଦେଶର ସର୍ବପୂରାତନ ଦଳ କଂଗ୍ରେସ ଏବେ ଶୋଚନୀୟ ଅବସ୍ଥାରେ ରହିଛି ।…

ସ୍ତନ କର୍କଟର ଶିକାର ହେଲେ ବହୁ ଚର୍ଚ୍ଚିତ ‘ସବିତା ଭାବି’

ମୁମ୍ବାଇ: ସବିତା ଭାଵୀଙ୍କ ନାଁ ଶୁଣିଲେ ଯୁବବର୍ଗ ମାନେ ଉତ୍ସାହିତ ହୋଇ ଉଠନ୍ତି। ଭାଇରାଲ୍ ମଡେଲ୍ ଅଭିନେତ୍ରୀ ରୋଜଲିନ୍ ଖାନ୍, 'ସବିତା ଭବୀ' ଭାବରେ ଜଣା। ତେବେ ରୋଜଲିନ୍ ଇନଷ୍ଟାରେ ଏକ ଦୁଖଦଃ ଖବର ସେୟାର କରିଛନ୍ତି।…

ସଡ଼କ ଦୁର୍ଘଟଣାରେ ଚାଲିଗଲେ ମରାଠୀ ଅଭିନେତ୍ରୀ କଲ୍ୟାଣୀ କୁରାଲେ: ସପ୍ତାହେ ପୂର୍ବରୁ ପାଳନ କରିଥିଲେ ଜନ୍ମଦିନ

ନୂଆଦିଲ୍ଲୀ: ମନୋରଞ୍ଜନ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ଏକ ସପ୍ତାହ ପୂର୍ବେ ନିଜର ଜନ୍ମଦିନ ପାଳନ କରିଥିବା ମରାଠୀ ଅଭିନେତ୍ରୀ କଲ୍ୟାଣୀ କୁରାଲେ ଯାଧବ ଆଉ ନାହାନ୍ତି । କଲ୍ୟାଣୀ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ…

Video: ତୁର୍କୀ ରାଜଧାନୀରେ ବଡ ଧରଣର ବିସ୍ପୋରଣ, ଅନେକ ଲୋକ ଆହତ ସୂଚନା

ନୂଆଦିଲ୍ଲୀ: ତୁର୍କୀର ରାଜଧାନୀ ଇସ୍ତାନବୁଲର ଏକ ବ୍ୟସ୍ତବହୁଳ ଅଞ୍ଚଳରେ ବଡ ଧରଣର ବିସ୍ପୋରଣ ଘଟିଛି। ଏହି ବିସ୍ଫୋରଣରେ ଅନେକ ଲୋକ ଆହତ ହେବାର ଆଶଙ୍କା ରହିଛି। ତୁର୍କୀର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଯାତ୍ରୀଙ୍କ…

ପ୍ରଥମାଷ୍ଟମୀ ପୂର୍ବରୁ ହଳଦୀ ପତ୍ର ବାସ୍ନାରେ ମହକିଲାଣି ରାଜଧାନୀ

ଭୁବନେଶ୍ୱର:  ସମୟ ବଦଳିଛି, ଏହା ଭିତରେ ଢ଼େର ବଦଳି ଯାଇଛି ରାଜଧାନୀର ଚିତ୍ର । ଭୁବନେଶ୍ୱର ପାଇଛି ସ୍ମାର୍ଟ ସିଟିର ପରିଚୟ । କିନ୍ତୁ ଏସବୁ ମଧ୍ୟରେ ବଦଳି ନି ଆମ ପରମ୍ପରା ରୀତିନୀତି ତଥା ଆମ ଓଡ଼ିଆ ପିଠା ପଣାର ସ୍ୱାଦ…

ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଦେବେ ଦକ୍ଷତା ପରୀକ୍ଷା: ଚଳିତ ବର୍ଷରୁ ଲାଗୁ କରିବ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଦୁଇବର୍ଷରୁ ଅଧିକ ସମୟ ଧରି ଜାରି ରହିଥିବା କରୋନା ମହାମାରୀ ପାଇଁ ରାଜ୍ୟର ବହୁ ଧନ ଜୀବନ ନଷ୍ଟ ହୋଇଥିଲା । ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ କରୋନା ସମ୍ପୂର୍ଣ୍ଣ ଭାବେ…

ବଦଳିଗଲା ସମୟ, ଜାଣନ୍ତୁ କିପରି ଇଂଲଣ୍ଡ ପାଇଁ ଜିରୋରୁ ହିରୋ ପାଲଟିଲେ ବେନ୍ ଷ୍ଟୋକ୍ସ

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପରେ ଇଂଲଣ୍ଡ ପାଇଁ ହିରୋ ଭାବରେ ବେନ୍ ଷ୍ଟୋକ୍ସ ପୁଣି ଥରେ ଉଭା ହୋଇଛନ୍ତି। ଫର୍ମାଟ୍ କିଛି ବି ହୋଇପାରେ, ଯେତେବେଳେ ଇଂଲଣ୍ଡ ଦଳରେ ଅସୁବିଧା ଆସେ, ସେତେବେଳେ ବେନ ଷ୍ଟୋକ୍ସ ଏକାକୀ ଲଢେଇ…

ଇସଲାମିକ ଅନୁଷ୍ଠାନରେ ସଂସ୍କୃତ ଅଧ୍ୟୟନ: ଅନର୍ଗଳ ଭଗବଦ୍ ଗୀତା ‘ପଦ’ କହୁଛନ୍ତି ବିଦ୍ୟାର୍ଥୀ, ଜାଣନ୍ତୁ କେଉଁଠି ?

କେରଳ: ଏପରି ବହୁତ କମ୍ ଶୁଣିବାକୁ ମିଳେ କି ଦୁଇଟି ଧର୍ମର ଲୋକେ ଉଭୟ ଧର୍ମକୁ ସମ୍ମାନ ଦେବା ସହିତ ଏହାକୁ ଆପଣାଇଥାନ୍ତି। ଏପରି ଏକ ଉଦାହରଣ ମୂଳକ କାର୍ଯ୍ୟ ଦେଖିବାକୁ ମିଳିଛି କେରଳ ରାଜ୍ୟରେ। ଏଠାରେ ଏକ ଇସଲାମିକ…