NCERT Study Report: ତୃତୀୟ ଶ୍ରେଣୀ ପିଲାଙ୍କୁ ଆସୁନି ମିଶାଣ-ଫେଡ଼ାଣ, ଗୁଣନ-ହରଣ, ମାସ, ତାରିଖ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ପିଲା ଜାଣିନାହାନ୍ତି ମିଶାଣ-ଫେଡ଼ାଣ । ଖାଲି ଏତିକି ନୁହେଁ ଏମାନେ ସଂଖ୍ୟା ବି ଚିହ୍ନି ପାରୁନାହାନ୍ତି । ଦୁଇ ଅଙ୍କ ବିଶିଷ୍ଟ ଏକ ସଂଖ୍ୟା ପଚାରିଲେ…