ନେତନ୍ୟାହୁ ପୁଣି ହେବେ ପ୍ରଧାନମନ୍ତ୍ରୀ: ନିର୍ବାଚନରେ ବିଜୟ ପରେ ସମ୍ଭାଳିବେ ଶାସନଭାର

ଜେରୁଜେଲମ୍: ଇସ୍ରାଏଲ୍ ନିର୍ବାଚନରେ ରାଜନୈତିକ ଦଳ ଲିକୁଡ୍ ପାର୍ଟି ବିଜୟ ହୋଇଛି । ଏହାସହ ବେଞ୍ଜାମିନ୍ ନେତନ୍ୟାହୁ ପୁଣିଥରେ ଇସ୍ରାଏଲର ଶାସନଭାର ଗ୍ରହଣ କରିବାକୁ ଯାଉଛନ୍ତି । ନିର୍ବାଚନରେ ବର୍ତ୍ତମାନର…

ବାଃ ବାଃରେ ପ୍ରଶାସନିକ ଅଧିକାରୀ! କାର୍ଯ୍ୟାଳୟରେ ମଦ୍ୟପାନ କରି ଶୋଇଲେ ସିନିଅର ଆସିଷ୍ଟାଣ୍ଟ

କରଞ୍ଜିଆ,: ସରକାରୀ କାର୍ଯ୍ୟାଳୟ ରେ ଦିନଦ୍ୱିପହରରେ ନିଶାଶକ୍ତ ଅବସ୍ଥାରେ ଶୋଇରହିଲେ ବାବୁ । ବାରମ୍ବାର ଡାକିବାପରେ ମଧ୍ୟ ଉଠିଲେ ନାହିଁ । ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏଆରସିଏସ ଅଫିସରୁ…

ଆଜିଠୁ ପବିତ୍ର ପଞ୍ଚୁକ ବ୍ରତ : ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

ପୁରୀ: ଶୁକ୍ରବାର ଠାରୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ । କାର୍ତ୍ତିକ ମାସର ଏହି ଶେଷ ୫ ଦିନ ସବୁଠୁ ପବିତ୍ର ବୋଲି ବିଶ୍ୱାସ କରାଯାଏ । ଯେଉଁ ବ୍ରତଧାରୀମାନେ କାର୍ତ୍ତିକ ବ୍ରତ ପାଳନ କରିନଥାନ୍ତି ସେମାନେ ଏହି ଶେଷ…

ତିନି ସଂସ୍ଥା ପାଇଁ ଇ-ଅଫିସର ଶୁଭାରମ୍ଭ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ୫-ଟି ଆଧାରରେ ରାଜ୍ୟ ପ୍ରଶାସନ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର କଟକ ପୌର ନିଗମ (ସିଏମ୍ସି), ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚ୍ପିସି) ଏବଂ…

ଓଲଟିଲା ଯାତ୍ରୀବାହୀ ବସ୍ ;୧୦ରୁ ଅଧିକ ଆହତ ,୨ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ନିକଟରେ ଘଟିଯାଇଛି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଫଳରେ ୧୦ ଜଣରୁ ଅଧିକ ଲୋକ ଆହାତ ହୋଇଥିବାବେଳେ ୨ ଜଣ ଗୁରୁତର ଆହାତ ହୋଇଛନ୍ତି । ତେବେ ସମସ୍ତ ଆହାତମାନଙ୍କୁ ନିକଟସ୍ଥ…

ରାଶିଫଳ(ଶୁକ୍ରବାର,୦୪ ନଭେମ୍ବର,୨୦୨୨)

ମେଷ - ଆଜି ଆଧ୍ୟାତ୍ମିକ ଭାବଧାରାକୁ ପରିପୁଷ୍ଟ କରିବେ। ଶାନ୍ତ ଓ ସୁଶିଳତାର ଝଲକରେ ଆତ୍ମୀୟସ୍ବଜନଙ୍କ ମନ କିଣି ନେଇପାରନ୍ତି। କିନ୍ତୁ ପାରିବାରିକ ଭୁଲ୍‌ ବୁଝାମଣା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି…

ହାତରେ ବାସନ ଧୋଇଲେ ଶରୀରକୁ ଫାଇଦା, ଜାଣନ୍ତୁ କିପରି?

ଭାରତରେ ଅନେକ ଲୋକେ ନିଜ ଘର କାମ ନିଜେ କରିଦେଇଥାନ୍ତି। କିଛି ଧନୀ ଶ୍ରେଣୀୟ ଲୋକେ ଘରକାମ ପାଇଁ କାମବାଲୀ ରଖିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଏହି କାମକୁ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ? ତେବେ…

ଦୁର୍ଲ୍ଲଭ ମାମଲା: ୨୧ ଦିନର ଶିଶୁକନ୍ୟାର ପେଟରୁ ବାହାରିଲା ୮ଟି ଅବିକଶିତ ଭ୍ରୁଣ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ କିଛି ଅଜବ ପ୍ରକାରର ମାମଲା ଦେଖିବାକୁ ମିଳିଥାଏ । କେତେବେଳେ ଜଣେ ୬୦ ବର୍ଷୀୟା ମହିଳା ଛୁଆ ଜନ୍ମ କରୁଛି ତ ଆଉ କେତେବେଳେ ଜଣେ ପୁରୁଷ ମଧ୍ୟ ଗର୍ଭଧାରଣ କରୁଥିବାର ଖବର ମିଳୁଛି ।…

ଏଣିକି ଆଉ ସହଜରେ ମିଳିବନି SIM Card! ଲାଗୁ ହେବ କଠୋର ନିୟମ, କେବଳ ୫ଟି ଡକ୍ୟୁମେଣ୍ଟ ଦେଖାଇଲେ ମିଳିବ ସିମ୍

ନୂଆଦିଲ୍ଲୀ: ଏଣିକି ଆଉ ସହଜରେ ମିଳିବନି ମୋବାଇଲ ସିମ୍ କାର୍ଡ । ସରକାର ଏନେଇ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ସିମ କାର୍ଡ ମାଧ୍ୟମରେ ହେଉଥିବା ଠକାମିକୁ ରୋକିବା ପାଇଁ ସରକାର କଡ଼ା ନିୟମ ଲାଗୁ କରିବେ ।…

ବିଳମ୍ବିତ ରାତି ପର୍ଯ୍ୟନ୍ତ ନଶୋଇଲେ ବଢିଥାଏ ଟାଇପ୍-୨ ଡାଇବେଟିସ ଏବଂ ହୃଦରୋଗର ଆଶଙ୍କା

ଯେଉଁ ଲୋକମାନେ ବିଳମ୍ବିତ ରାତିରେ ଶୋଇଥା’ନ୍ତି, ସେମାନଙ୍କଠାରେ ଟାଇପ୍-୨ ମଧୁମେହ ଏବଂ ହୃଦରୋଗ ଭଳି ରୋଗର ଆଶଙ୍କା ବଢିପାରେ। ଏହିପରି ଲୋକଙ୍କୁ 'ନାଇଟ୍ ଓଲସ୍'(ରାତିର ପେଚା) କୁହାଯାଏ। ଯେଉଁମାନେ ଏହି ବର୍ଗରେ…