ଜାପାନ ଉପରେ ଉତ୍ତର କୋରିଆର ମିସାଇଲ ମାଡ଼: ସତର୍କ କଲେ ପ୍ରଧାନମନ୍ତ୍ରୀ, କିଛି ଅଞ୍ଚଳରେ ଟ୍ରେନ୍ ଚଳାଚଳ ବନ୍ଦ
ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ଯୁଦ୍ଧ ଜାରି ରହିଛି । ସେପଟେ ଚୀନ ଏବଂ ତାଇୱାନ ସଙ୍କଟ ମଧ୍ୟ ଶେଷ ହୋଇନାହିଁ ଆଉ ଏହାରି ମଧ୍ୟରେ ଉତ୍ତର କୋରିଆ ନା କେବଳ ଜାପାନ ପାଇଁ ବରଂ ପୂରା ବିଶ୍ୱର ଟେନସନ ବଢ଼ାଇଦେଇଛି । ପ୍ରକୃତରେ…