ନାମିବ୍ୟାକୁ କହିଲେ ନାଇଜେରିଆ… ଲମ୍ପି ଭାଇରସ ପାଇଁ ଚିତା ଦାୟୀ: କଂଗ୍ରେସ ନେତାଙ୍କ ମନ୍ତବ୍ୟକୁ ନେଇ ଘେରିଲା ବିଜେପି…
ମହାରାଷ୍ଟ୍ରରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ନାନା ପଟୋଲେଙ୍କ ଏକ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ବିଦେଶରୁ ଆସିଥିବା ଚିତାଙ୍କୁ ଲମ୍ପି ଭାଇରସ ପାଇଁ ଦାୟୀ କହିଛନ୍ତି । ବଡ଼ କଥା ହେଉଛି ଯେ ଚିତା ଆସିଥିଲେ…