ବ୍ରହ୍ମପୁରକୁ ରାଜ୍ୟ ବାହାରୁ ଆସୁଛି କୋଟି କୋଟି ଟଙ୍କାର ଅଳଙ୍କାର, ଟିକସ ଫାଙ୍କି ମାଲାମାଲା ହେଉଛନ୍ତି ଅସାଧୁ ବେପାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜିଏସଟି ଫାଙ୍କୁଥିବା ସୁନା ଅଳଙ୍କାର ବ୍ୟବସାୟୀଙ୍କୁ କାବୁ କରିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପୋଲିସ । ଏଥିସହିତ ଗାଡ଼ି ଚାଳକଙ୍କଠାରୁ ୩ କେଜି ସୁନା ଓ ୧୫୦ କେଜି ରୁପା ଜବତ ହୋଇଛି । ଏହି…

ରୁହନ୍ତୁ ସାବଧାନ୍ : ନଚେତ୍ ବନ୍ଦ ହୋଇପାରେ ଆପଣଙ୍କ ହ୍ୱାଟ୍ସ ଆପ୍ ଆକାଉଣ୍ଟ!

ନୂଆଦିଲ୍ଲୀ: ଆଜିକାଲି ଯୁଗରେ ସୋସିଆଲ ମିଡିଆର ଚାହିଦା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏହି ସୋସିଆଲ ମିଡିଆରେ ବ୍ୟସ୍ତ ରହୁଛନ୍ତି ।ତେବେ ଏହି…

Railway Recruitment: ୩୦୦୦ ରୁ ଅଧିକ ପୋଷ୍ଟ ପାଇଁ ବାହାରିଲା ନିଯୁକ୍ତିର ସୁଯୋଗ; ଦଶମ ପାସ ମଧ୍ୟ କରିପାରିବେ ଆବେଦନ

ନୂଆଦିଲ୍ଲୀ: ପୂର୍ବ ରେଳ ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଇଛି। ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ, ୩୦୦୦ ରୁ ଅଧିକ ଆପ୍ରେଣ୍ଟିସ୍ ପୋଷ୍ଟ ଫିଟର, ୱେଲଡର୍, ଇଲେକ୍ଟ୍ରିକାଲ୍, ମେସିନ୍,…

Exclusive: ରାଜଧାନୀର ଲିଙ୍ଗିପୁର ଅଞ୍ଚଳରେ ଗାଡ଼ି ଆଗକୁ ହଠାତ୍ ମାଡ଼ି ଆସିଲା ଭୂତ! ଦେହରେ ନାହିଁ କପଡ଼ା, କେଶ ଝୁଲୁଛି ଭୂଇଁରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୂତ ନାଁ ଶୁଣିଲେ ସମସ୍ତଙ୍କର ଛାତିରେ ଭୟର ଶିହରଣ ଖେଳିଯାଏ । ତେବେ ନିକଟରେ ରାଜଧାନୀ ଭୁବନେଶ୍ୱର ନିକଟସ୍ଥ ଏକ ସ୍ଥାନରେ ଭୂତ ସାମ୍ନାକୁ ଆସିଛି । ବର୍ଷା ଝିପିଝିପି ବର୍ଷୁଥିବା ବେଳେ…

ଗାନ୍ଧୀ ଜୟନ୍ତୀ: କଣ ସୁଭାଷ ଚନ୍ଦ୍ର ବୋଷଙ୍କ ପୁନର୍ବାର କଂଗ୍ରେସ ଅଧ୍ୟକ୍ଷ ହେବା ବିରୋଧରେ ଥିଲେ ବାପୁ ?

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟ ପହଞ୍ଚି ଗାନ୍ଧୀ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ…

ଯଶପ୍ରୀତ ବୁମରାଙ୍କୁ ଲାଗିନି ଫ୍ରାକଚର, ୪ ସପ୍ତାହରେ ହୋଇଯିବେ ଫିଟ୍, ଖେଳି ପାରନ୍ତି ଟି-୨୦ ବିଶ୍ଵ କପ୍

ନୂଆଦିଲ୍ଲୀ: ଯଶପ୍ରୀତ ବୁମରା ଭାରତୀୟ ଦଳର ପ୍ରମୁଖ ଖେଳାଳିଙ୍କ ମଧ୍ୟରୁ ଜଣେ। ପିଠିରେ ଆଘାତଜନିତ ସମସ୍ୟା କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡିଛନ୍ତି। ପୁଣି ଖବର ଆସିଥିଲା ଯେ, ତାଙ୍କୁ ଫିଟ୍…

ଏସବିଆଇ ଗ୍ରାହକଙ୍କୁ ଝଟକା ! ଏତିକି ପ୍ରତିଶତ ମହଙ୍ଗା ହେଲା ହୋମ ଏବଂ କାର ଲୋନ୍

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁ ଚାଲୁଥିବା ବେଳେ ଲୋକେ ବିଭିନ୍ନ ଜିନିଷ କିଣାକିଣି କରୁଛନ୍ତି । କାରଣ ଏହି ସମୟରେ ଅନେକ ଜିନିଷ ଉପରେ ରିହାତି ରହିଥାଏ । ଯାହାଫଳରେ ଲୋକେ ଏହି ସମୟରେ ଅନେକ ଜିନିଷ କିଣିଥାନ୍ତି ।…

ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ସମୃଦ୍ଧ ଭାରତ ଗଠନ ପାଇଁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ସ୍ବାଧୀନତାର ୭୫ ବର୍ଷରେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥିର ସ୍ବତନ୍ତ୍ର ଗୁରୁତ୍ବ ରହିଛି । ଏହି ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ବରାଜର…

(Video) ପାଇପ୍ ପାଣିରେ ଖାଲି ପୋକ ସାଲୁବାଲୁ: ଗୋଳିଆ ପାଣିରେ ଖାଲି ଅଳିଆ, ପିଇଲେ ବ୍ୟାପିବ ଝାଡ଼ାବାନ୍ତି, କିଡନୀ ରୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିଇବା ପାଣିରେ ଖାଲି ପୋକ ସାଲୁବାଲୁ ହେଉଛନ୍ତି । ଏଥିସହିତ ପାଣିର ରଙ୍ଗ ନାଲି, ନେଳି ଦେଖାଯିବା ସହ ପାଣିରେ ଅଳିଆ ଭାସୁଛି । ବିଭିନ୍ନ ଅପରିଷ୍କାର ଜିନିଷ ମିଶିଥିବାରୁ ପାଣିରୁ ଉକ୍ରଟ…

Post Office scheme:ଡାକଘରର ଏହି ତିନୋଟି ଯୋଜନାରେ କରନ୍ତୁ ଅର୍ଥ ବିନିଯୋଗ ମିଳିବ ସର୍ବୋତ୍ତମ ରିଟର୍ନ

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ଏବଂ ଅସ୍ଥିରତାରେ ପରିପୂର୍ଣ୍ଣ ବଜାରରେ, ସମସ୍ତେ ଚାହାଁନ୍ତି ଯେ ସେମାନଙ୍କ ଟଙ୍କା କୌଣସି ପ୍ରକାରରେ ସୁରକ୍ଷିତ ରହୁ ଏବଂ ସେହି ସମୟରେ ସେମାନେ ଏକ ଭଲ ରିଟର୍ନ ପାଇବାକୁ ଚାହାନ୍ତି ।…