ଘୋଷଣା ହେଲା ଟି-୨୦ ବିଶ୍ୱକପର Prize Money: ଜାଣନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ…

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧୬ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ । ଏଥିପାଇଁ ସମସ୍ତ ଦଳ ଏବେ ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ଆଇସିସି ଘୋଷଣା କରିଛି ଟୁର୍ଣ୍ଣାମେଣ୍ଟର ପ୍ରାଇଜ…

ଏହି ଭିଟାମିନ ଅଭାବରୁ ହୋଇଥାଏ କ୍ୟାନ୍ସରର ଆଶଙ୍କା: ଖାଦ୍ୟରେ ତୁରନ୍ତ ସାମିଲ କରନ୍ତୁ ଏହି ଜିନିଷ

ଶରୀରରକୁ ସୁସ୍ଥ ରହିବା ପାଇଁ ଆମେ ପ୍ରେତ୍ୟକ ଦିନ ସୁସମ ଏବଂ ପୁଷ୍ଟିକର ଖାଦ୍ୟ ଖାଇଥାନ୍ତି । କିନ୍ତୁ ଆଜିକାଲିର ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ସାରଯୁକ୍ତ ଖାଦ୍ୟ କାରଣରୁ ଆମ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା…

BJDରୁ ଇସ୍ତଫା ଦେଲେ ତେଜେଶ୍ୱର ପରିଡ଼ା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପଟେ ବିଜୁ ଜନତା ଦଳ (ବିଜେଡି)ର ପଦଯାତ୍ରା ଅଭିଯାନ ଆରମ୍ଭ ହେବାକୁ ଥିବାବେଳେ ଏହି ଅବସରରେ ଜଣେ ଟାଣୁଆ ରାଜନେତା ଦଳ ଛାଡ଼ିଛନ୍ତି । ବିଜେଡି ନେତା ତଥା ଓଡ଼ିଶା ଖଦୀ ବୋର୍ଡର ପୂର୍ବତନ…

ରବିନ୍ଦ୍ର ଜାଡେଜାଙ୍କ ଦମଦାର କମବ୍ୟାକ: ମାଞ୍ଜରେକରଙ୍କୁ ଟ୍ୱିଟ କରି ପୁଣି ଆସିଲେ ଚର୍ଚ୍ଚାକୁ

ନୂଆଦିଲ୍ଲୀ: ଆହତ ସମସ୍ୟା ପରେ ଫେରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ପୁଣିଥରେ ମାରିଛନ୍ତି ଏକ ଜବରଦସ୍ତ କମବ୍ୟାକ । ତେବେ ଇଣ୍ଡିଆନ କ୍ରିକେଟ ଟିମକୁ ନୁହେଁ ବରଂ ସେ ସୋସିଆଲ ମିଡିଆରେ…

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଷ୍ଟିସ ଯଶୱନ୍ତ ସିଂହ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । ଏନେଇ ସୁପ୍ରିମକୋର୍ଟର କଲେଜିୟମ ପକ୍ଷରୁ ସୁପାରିଶ କରାଯାଇଛି । ଗତ ୨୮ ତାରିଖରେ ଏନେଇ ସର୍ବୋଚ୍ଚ କୋର୍ଟର…

ପଦ ଛଡାଇନେବ ଜେଲଦଣ୍ଡ! ନିର୍ବାଚନରୁ ୬ ବର୍ଷ ଦୂରେଇ ପାରନ୍ତି ମହମ୍ମଦ ମୋକିମ

କଟକ: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ପାଇଁ ଆସିଛି ଏକ ବଡ ଚାଲେଞ୍ଜ । ଏବେ ରାଜନୀତିର ଦୋଛକିରେ ଫସିଛନ୍ତି ଖୋଦ ବିଧାୟକ ମହମ୍ମଦ ମୋକିମ । ଏମିତି ପରିସ୍ଥିତିରେ ସେ ଫସିଛନ୍ତି ଯେ, ହାତରେ ଥିବା ବିଧାୟକ ପଦ…

ସିଙ୍ଗଲ ପୁଅମାନଙ୍କୁ କାହିଁକି ଆସିଥାଏ ଏହି ସ୍ୱପ୍ନ? ଜାଣନ୍ତୁ କେଉଁ ସ୍ୱପ୍ନରେ ମିଳିଥାଏ କି ସଂକେତ…

ପ୍ରତ୍ୟେକ ବ୍ୟକ୍ତି ରାତିରେ ଶୋଇବା ପରେ ଅନେକ ପ୍ରକାରର ସ୍ୱପ୍ନ ଦେଖିଥାନ୍ତି । ଯାହାକି ଏକ ସାଧରଣ କଥା । ତେବେ ପ୍ରତ୍ୟେକ ବ୍ୟକ୍ତି ଦେଖୁଥିବା ଏହି ସ୍ୱପ୍ନ ବିଭିନ୍ନ ପ୍ରକାରର ଶୁଭ ଏବଂ ଅଶୁଭ ସଂକେତ ଦେଇଥାଏ । ତେବେ…

OPGC ପକ୍ଷରୁ ଆସିଲା ଚାକିରି ସୁଯୋଗ, ଆରମ୍ଭ ହୋଇଗଲାଣି ଅନଲାଇନ୍ ଆବେଦନ

ରାଜ୍ୟର ଚାକିରି ଖୋଜୁଥିବା ପିଲାମାନଙ୍କ ଏକ ନୂଆ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ପକ୍ଷରୁ ଅନେକ ପଦବୀ ପାଇଁ ଚାକିରି ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ପ୍ରଥମେ ତଳେ…

ଇଣ୍ଡଲଜରେ “ମିଲ୍କ ଶେକ୍ ହେୟାର ସ୍ପା” ସେବାର ଶୁଭାରମ୍ଭ

ଭୁବନେଶ୍ୱର : ଆନ୍ତର୍ଜାତୀୟ ହେୟାର କେୟାର ବ୍ରାଣ୍ଡ୍ “ମିଲ୍କ ଶେକ୍ ହେୟାର ସ୍ପା” ପ୍ରଥମଥର ପାଇଁ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଥିବା ଇଣ୍ଡଲ୍‌ଜ ସାଲୁନ୍‌ରେ ଲଞ୍ଚ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଅତିଥି ଭାବେ…

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି ବଢ଼ିବ: ଆଜି ବିଜ୍ଞାପନ ଜାରି କରିବେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ । ଅକ୍ଟୋବର ୧ ତାରିଖ ଠାରୁ ଏହାର…