ବିପଦ ସଂକେତ ଉପରେ ଯମୁନା ପାଣି: ତଳିଆ ଅଞ୍ଚଳରେ ଘନେଇଲା ବନ୍ୟା ପରିସ୍ଥିତି
ନୂଆଦିଲ୍ଲୀ: ପୁଣିଥରେ ଭୟଙ୍କର ରୂପ ନେଉଛି ଯମୁନାର ଜଳସ୍ତର । ଲଗାଣ ବର୍ଷା ଏବଂ ହରିୟାଣା ଯମୁନାନଗରର ହଥିନୀକୁଣ୍ଡ ବ୍ୟାରେଜରୁ ଅଧିକ ମାତ୍ରାରେ ପାଣି ଛଡାଯିବା ଫଳରେ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।…