ବାବୁସାନଙ୍କୁ ନେବା ପାଇଁ ମେଡିକାଲରେ ପହଞ୍ଚିଲେ ପତ୍ନୀ ତୃପ୍ତି, ସାମ୍ନାକୁ ଆସିଛି Video
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଅସୁସ୍ଥତା କାରଣରୁ କିଛି ଦିନ ହେବ ଚିକିତ୍ସିତ ହେଉଛନ୍ତି । ଏହାରି ମଧ୍ୟରେ ଅସୁସ୍ଥ ବାବୁସାନଙ୍କ ପାଖରେ ପହଞ୍ଚିଛନ୍ତି ପତ୍ନୀ ତୃପ୍ତି ଶତପଥୀ ।…