ରାଜ୍ୟରେ ସୁରକ୍ଷିତ ନୁହନ୍ତି ମହିଳା: ନାବାଳିକାଙ୍କୁ ଅଟକ ରଖି ୪ ଦିନ ଧରି ଦୁଷ୍କର୍ମ କଲା ସ୍କୁଲ ଗାଡ଼ିର ଚାଳକ
ପାରାଦୀପ: ରାଜ୍ୟରେ ସୁରକ୍ଷିତ ନୁହନ୍ତି ମହିଳା। ଦିନକୁ ଦିଜଣ ବଢିଚାଲିଛି ମହିଳା ବିରୋଧୀ କାର୍ଯ୍ୟକଳାପ। ଦୈନିକ ଘଟି ଚାଲିଛି ଯୌତୁକ ନିର୍ଯ୍ୟାତନା ଏବଂ ଦୁଷ୍କର୍ମ ଭଳି ଲୋମହର୍ଷଣକାରୀ ଘଟଣା। ପାରାଦୀପରେ କିଛି ଦିନ…